ଯଦି ତୁମ୍ଭେ ଆପଣାକୁ ଉଚ୍ଚ କରିବା ରେ ମୂଢ଼ର କର୍ମ କରିଥାଅ, କିମ୍ବା ଯଦି କୁକଳ୍ପନା କରୁଥାଅ, ତବେେ ଆପଣା ମୁଖ ରେ ହାତ ଦିଅ।
Cross references
ତୁମ୍ଭେ ମାେତେ ଦେଖ ଓ ସ୍ତମ୍ଭିତ ହୁଅ। ତୁମ୍ଭ ମୁହଁ ରେ ତୁମ୍ଭେ ହାତ ଦଇେ ମାେତେ ଚକିତ ହାଇେ ଚାହଁ।
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।
ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।
ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।
ଭୟ କର ନାହିଁ, ତାଙ୍କର ଉପସ୍ଥିତି ରେ ବାହାରି ୟାଅ, ବିଳମ୍ବ କର ନାହିଁ ଯେତବେେଳେ ବାଣିଜ୍ଯ ମନ୍ଦ ଅଟେ। ମନରେଖ ରାଜା ଯାହା ଚାହିଁବେ ତାଙ୍କ ଇଚ୍ଛା ରେ କରିବେ।
ଗୋଷ୍ଠୀସକଳ ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମ ଦେଖି ଲଜ୍ଜିତ ହବେେ। ସମାନଙ୍କେର ପରାକ୍ରମ ଆମ୍ଭ ତୁଳନା ରେ କିଛି ନୁହେଁ ବୋଲି ସମାନେେ ଅନୁଭବ କରିବେ। ସମାନେେ ଚଳିତ ହାଇେ ନିଜନିଜ ମୁଖ ରେ ହସ୍ତ ଦବେେ ଓ କର୍ଣ୍ଣକୁ ଆବୃତ କରିବେ, ଶୁଣିବାରୁ ନିବୃତ ହବେେ।
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।