Home Bibles ହିତୋପଦେଶ 30:33 · ଓଡ଼ିଆ ବାଇବେଲ
ହିତୋପଦେଶ 30:33 · ଓଡ଼ିଆ ବାଇବେଲ

କାରଣ ଯେପରି ଦୁଗ୍ଧମନ୍ଥନରୁ ଲହୁଣୀ ବାହା ରେ ଓ ନାସିକା ମନ୍ଥନ ରେ ରକ୍ତ ବାହା ରେ, ଠିକ୍ ସହେିପରି କୋର୍ଧ ମନ୍ଥନ ରେ ବିବାଦ ବାହା ରେ।

Cross references

ହିତୋପଦେଶ 15:18

କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

ହିତୋପଦେଶ 16:28

କୁଟିଳ ମନୁଷ୍ଯ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ବ ନଷ୍ଟ କରନ୍ତି।

ହିତୋପଦେଶ 17:14

ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

ହିତୋପଦେଶ 26:21

ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ।

ହିତୋପଦେଶ 28:25

ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।

ହିତୋପଦେଶ 29:22

ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।

Interlinear

Choose Theme