Home Bibles ହିତୋପଦେଶ 3:13 · ଓଡ଼ିଆ ବାଇବେଲ
ହିତୋପଦେଶ 3:13 · ଓଡ଼ିଆ ବାଇବେଲ

ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।

Cross references

ଦିତୀୟ ବିବରଣ 30:13

ଏହି ନିର୍ଦ୍ଦେଶ ସମକ୍ସ୍ଟଦ୍ରର ଆର ପାର ରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, 'କିଏ ସମକ୍ସ୍ଟଦ୍ର ପାର ହାଇେ ଆମ୍ଭମାନଙ୍କ ପାଇଁ ତାହା ଆଣି ଶକ୍ସ୍ଟଣାଇବେ ଓ ଆମ୍ଭେ ଶକ୍ସ୍ଟଣିବକ୍ସ୍ଟ।'

ପ୍ରଥମ ରାଜାବଳୀ 10:1

ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।

ପ୍ରଥମ ରାଜାବଳୀ 10:23

ଶଲୋମନ ପୃଥିବୀର ସର୍ବଶ୍ ରେଷ୍ଠ ରାଜା ଥିଲେ। କାରଣ ଐଶ୍ବର୍ୟ୍ଯ ରେ ଓ ଧନ ରେ ତାଙ୍କଠାରୁ ଅଧିକ କୌଣସି ରାଜାର ନଥିଲେ।

ଆୟୁବ ପୁସ୍ତକ 28:18

ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।

ଆୟୁବ ପୁସ୍ତକ 28:19

କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।

ଗୀତସଂହିତା 119:72

ତୁମ୍ଭର ଶିକ୍ଷାସବୁ ମାେ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

ହିତୋପଦେଶ 2:4

ନ୍ଯାଯ ରୂପା ତୁଲ୍ଯ ଅଟେ, ତାକୁ ଖାଜେ। ପୋତାଧନ ପରି ତା'ର ଅନେଷ୍ବଣ କର।

ହିତୋପଦେଶ 4:5

ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।

ହିତୋପଦେଶ 8:32

ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।

ହିତୋପଦେଶ 8:34

ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।

ହିତୋପଦେଶ 16:16

ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।

ହିତୋପଦେଶ 18:1

ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

ଉପଦେଶକ 9:15

ଏପରି ସମୟରେ ତହିଁ ମଧିଅରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦଖାଗେଲା। ପୁଣି ସେ ଆପଣା ଜ୍ଞାନ ଦ୍ବାରା ନଗର ରକ୍ଷା କଲା। ତଥାପି ସହେି ଦରିଦ୍ର ଲୋକଙ୍କୁ କହେି ସ୍ମରଣ କଲା ନାହିଁ।

Interlinear

Choose Theme