ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
Cross references
ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବ ରେ ଭାଗ୍ଯବାନ୍ ତୁମ୍ଭ ଉପସ୍ଥିତି ରେ ହବେ ଏବଂ ଜ୍ଞାନର ବାକ୍ଯଗୁଡିକ ତୁମ୍ଭର ଓଠରୁ ଶୁଣିଛନ୍ତି।
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।
ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।
ସେ ଲୋକମାନଙ୍କର ପ୍ରଧାନ ସ୍ଥାନ ରେ ଡ଼ାକଇ। ନଗର ଦ୍ବାରର ପ୍ରବେଶ ସ୍ଥାନ ରେ, ନଗର ମଧିଅରେ ଆପଣାର ବାକ୍ଯ ଉଚ୍ଚାରଣ କରି କ ହେ।
ସୁବିବଚେନା ପ୍ରତି ଡ଼ାକ ପକାଅ। ବୁଦ୍ଧି ନିମନ୍ତେ ଉଚ୍ଚସ୍ବର କର।
ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।
ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।
କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।
ଯୀଶୁ ତାହାଙ୍କୁ ବିଶ୍ବାସ କରୁଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେ ମାରେ ଶିକ୍ଷା ସବୁବେଳେ ମାନି ଚଳିବ, ତବେେ ତୁମ୍ଭେ ମାରେ ପ୍ରକୃତ ଶିଷ୍ଯ ହବେ।
ବିଶ୍ବାସୀ ଲୋକମାନେ ଏକାଠି ମିଳିତ ହବୋକୁ ଲାଗିଲେ। ପ୍ ରରେିତମାନଙ୍କ ଉପଦେଶ ଶୁଣିବାକୁ ସମାନେେ ସମାନଙ୍କେର ସମୟ ଦେଲେ। ବିଶ୍ବାସୀମାନେ ପରସ୍ପରର ସହଭାଗୀ ହେଲେ। ସମାନେେ ରୋଟୀ ବାଣ୍ଟି ଖାଇବାର ଏବଂ ପ୍ରାର୍ଥନା କରିବା ରେ ସମୟ ଦେଲେ।
ସଠାେରେ ଲୋକମାନେ ଥସେଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସମାନେେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସମାନଙ୍କେର କଥା ସତ୍ଯ ନା ମିଥ୍ଯା, ଏହି କଥା ଜାଣିବା ପାଇଁ ସମାନେେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ।
ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।