Home Bibles ହିତୋପଦେଶ 4:5 · ଓଡ଼ିଆ ବାଇବେଲ
ହିତୋପଦେଶ 4:5 · ଓଡ଼ିଆ ବାଇବେଲ

ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।

Cross references

ଦିତୀୟ ବଂଶାବଳୀ 34:2

ଯୋଶିୟଯ ଯଥାର୍ଥ କର୍ମ କଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଉତ୍ତମ କାର୍ୟ୍ଯମାନ କଲେ। ଯୋଶିୟ ଉତ୍ତମକର୍ମ କରିବାରୁ କ୍ଷାନ୍ତ ହେଲେ ନାହିଁ।

ଆୟୁବ ପୁସ୍ତକ 23:11

ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।

ଗୀତସଂହିତା 44:18

ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭ ନିକଟରୁ ଦୂରଇେ ୟାଇ ନାହୁଁ। ଆମ୍ଭମାନେେ ତୁମ୍ଭକୁ ଅନୁସରଣ କରିବାରେ ପଛଇେ ନାହୁଁ।

ଗୀତସଂହିତା 119:51

ଲୋକମାନେ ଭାବନ୍ତି ସମାନେେ ମାଠାରୁେ ଉତ୍ତମ ଏବଂ ମାେତେ ଅତିଶଯ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ଯୁତ ହାଇେ ନାହିଁ।

ଗୀତସଂହିତା 119:157

ମାେତେ କଷ୍ଟ ଦବୋକୁ ଚେଷ୍ଟା କରନ୍ତି, ସହେିପରି ମାରେ ବହୁତ ଶତ୍ରୁ ଅଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ଯରୁ ବିଚ୍ଯୁତ ହାଇେ ନାହିଁ।

ହିତୋପଦେଶ 1:22

ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?

ହିତୋପଦେଶ 2:2

ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ମ ମନ ପ୍ରଯୋଗ କର।

ହିତୋପଦେଶ 3:13

ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।

ହିତୋପଦେଶ 8:5

ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।

ହିତୋପଦେଶ 16:16

ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।

ହିତୋପଦେଶ 17:16

ଜ୍ଞାନ କ୍ରଯ କରିବା ନିମନ୍ତେ ମୂର୍ଖ ହାତ ରେ ଧନ ଥିଲେ ତାହା ମୂଲ୍ଯହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳ ରେ ଜ୍ଞାନ କ୍ରଯ କରିପା ରେ ନାହିଁ।

ହିତୋପଦେଶ 18:1

ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

ହିତୋପଦେଶ 19:8

ଯଦି ଜଣେ ଲୋକ ତା ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହବେ। ଯେ ବିବଚେନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ।

ହିତୋପଦେଶ 23:23

ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।

ଯାକୁବଙ୍କ ପତ୍ 1:5

କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

Interlinear

Choose Theme