Home Bibles ☰ Books ହିତୋପଦେଶ 28:10 · ଓଡ଼ିଆ ବାଇବେଲ
ହିତୋପଦେଶ 28:10 · ଓଡ଼ିଆ ବାଇବେଲ

ଯେଉଁ ଲୋକ ସରଳ ଲୋକଙ୍କୁ ମନ୍ଦ ପଥରେ ୟିବାକୁ ଭୁଲାଏ। ସେ ନିଜେ ଗାତ ରେ ପଡ଼ିବ। କିନ୍ତୁ ନିରୀହ ଲୋକମାନେ ଉତ୍ତମ ଜିନିଷର ଅଧିକାରୀ ହବେେ।

Cross references

ଗଣନା ପୁସ୍ତକ 31:15

ଆଉ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି?

ଦିତୀୟ ବିବରଣ 7:12

ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯସକଳ ଶାସନ ଶକ୍ସ୍ଟଣି, ମାନି ଓ ପାଳନ କର, ତବେେ ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିଯମ ଓ ଦୟା ବିଷଯ ରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ।

ପ୍ରଥମ ଶାମୁୟେଲ 26:19

ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'

ଗୀତସଂହିତା 7:15

ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।

ଗୀତସଂହିତା 9:15

ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।

ଗୀତସଂହିତା 37:11

ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।

ଗୀତସଂହିତା 37:25

ମୁଁ ୟୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହଲିେଣି ଓ ମୁଁ କବେେ ଦେଖିନାହିଁ ପରମେଶ୍ବର ଧାର୍ମିକ ଲୋକଙ୍କୁ ପରିତ୍ଯାଗ କରନ୍ତି। ମୁଁ କବେେ ଦେଖି ନାହିଁ ୟେ, ଧାର୍ମିକ ବ୍ଯକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।

ହିତୋପଦେଶ 10:3

ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।

ହିତୋପଦେଶ 15:6

ଧାର୍ମିକର ଗୃହ ରେ ବହୁ ସମ୍ପତ୍ତି ଥାଏ। ମାତ୍ର ଦୁଷ୍ଟର ଆଯ ରେ ସବୁବେଳେ କଷ୍ଟ ଥାଏ।

ହିତୋପଦେଶ 21:20

ଜ୍ଞାନବାନର ଗୃହ ରେ ବହୁମୂଲ୍ଯ ସମ୍ପତ୍ତି ଥାଏ ଓ ତୈଳ ଥାଏ, ମାତ୍ର ଗୋଟିଏ ମୂର୍ଖ ଶୋଷି ଦିଏ ଏବଂ ଏହା ସମସ୍ତ ଶଷେ କରେ।

ହିତୋପଦେଶ 26:27

ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ।

ହିତୋପଦେଶ 28:18

ସହେି ଜଣେ ୟିଏ ନିର୍ଦ୍ଦୋଶ ଭାବରେ ଜୀବନ ୟାପନ କରେ, ସେ ନଜକୁ ରକ୍ଷା କରେ। କିନ୍ତୁ ଜଣେ ୟିଏ ତା'ର ନଜ ପଥକୁ ବିପଥରେ ନିଏ ସେ ଅକସ୍ମାତ ପଡ଼ିୟିବ।

ଉପଦେଶକ 10:8

ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ।

Interlinear

Choose Theme