Home Bibles ଦିତୀୟ ବିବରଣ 7:12 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 7:12 · ଓଡ଼ିଆ ବାଇବେଲ

ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯସକଳ ଶାସନ ଶକ୍ସ୍ଟଣି, ମାନି ଓ ପାଳନ କର, ତବେେ ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିଯମ ଓ ଦୟା ବିଷଯ ରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ।

Cross references

ଯାତ୍ରା ପୁସ୍ତକ 15:26

ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

ଲେବୀୟ ପୁସ୍ତକ 26:3

ତୁମ୍ଭେ ଯଦି ତାହା କର, ତବେେ ମାରେ କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ।

ଦିତୀୟ ବିବରଣ 1:8

ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।'

ଦିତୀୟ ବିବରଣ 5:10

କିନ୍ତୁ ଯେଉଁମାନେ ଆମ୍ଭକକ୍ସ୍ଟ ପ୍ ରମେ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସମାନଙ୍କେର ସହସ୍ର ପୁରୁଷ ପର୍ୟ୍ଯନ୍ତ ଦୟା କରିବା।

ଦିତୀୟ ବିବରଣ 7:9

ତେଣୁ ମନରେଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର କବଳେ ଏକମାତ୍ର ପରମେଶ୍ବର ଅଟନ୍ତି। ସେ ବିଶ୍ବସ୍ତ ଅଟନ୍ତି। ସେ ତାଙ୍କର ନିଯମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ ରମେ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସମାନଙ୍କେ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚକ୍ସ୍ଟକ୍ତି ପ୍ରତି ବିଶ୍ବସନୀଯତା ସହସ୍ର ପୁରୁଷ ପର୍ୟ୍ଯନ୍ତ ଲାଗିରହେ।

ଦିତୀୟ ବିବରଣ 28:1

ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।

ପ୍ରଥମ ରାଜାବଳୀ 8:23

ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ସ୍ବର୍ଗ କି ପୃଥିବୀ ରେ ତୁମ୍ଭ ତୁଲ୍ଯ ସଦାପ୍ରଭୁ କହେି ନାହାଁନ୍ତି। ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ସହିତ ଏକ ନିଯମ କରିଥିଲ କାରଣ ତୁମ୍ଭେ ସମାନଙ୍କେୁ ପ୍ ରମେ କର। ତୁମ୍ଭେ ତୁମ୍ଭର ନିଯମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣ ରେ ଅନୁସରଣ କରନ୍ତି ତୁମ୍ଭେ ସମାନଙ୍କେ ପ୍ରତି ଦୟାଳୁ ଓ ବିଶ୍ବସ୍ତ ହାଇେଥାଅ।

ନିହିମିୟା 1:5

ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି:

ନିହିମିୟା 9:32

ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ବର ତୁମ୍ଭେ ନିଯମ ଓ ଦୟା ପାଳନ କରିଥାଅ। ଅଶୂରୀଯ ରାଜଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ଯଦ୍ ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଲେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟି ରେ କ୍ଷୁଦ୍ର ଦଖାେ ନଯାଉ।

ଗୀତସଂହିତା 103:18

ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।

ଗୀତସଂହିତା 105:8

ସେ ଚିରଦିନ ଚୁକ୍ତି ମନେ ରଖନ୍ତି। ଏକ ହଜାର ବଂଶଧର ପର୍ୟ୍ଯନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।

ଦାନିଏଲ 9:4

ପୁଣି ମୁଁ ମାରେପରମେଶ୍ବର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମାରେପାପ ସ୍ବୀକାର କରି କହିଲି, ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଭୟାନକ ପରମେଶ୍ବର। ଯେଉଁମାନେ ତୁମ୍ଭକୁ ପ୍ ରମେ କରନ୍ତିଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସମାନଙ୍କେ ପ୍ରତି ଦୟା ଓ ନିଯମ କରିଥାଅ।

ମୀଖା 7:20

ହେ ପରମେଶ୍ବର, ଯାକୁବ ପ୍ରତି ସତ୍ଯ ଓ ଅବ୍ରାହାମ ପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠା ରେ ଶପଥ କରିଥିଲ।

ଲୂକଲିଖିତ ସୁସମାଚାର 1:55

ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦଖାଇବୋ ପାଇଁ ଦଇେଥିବା ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।

ଲୂକଲିଖିତ ସୁସମାଚାର 1:72

ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦଖାଇବେେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।

Interlinear

Choose Theme