ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।
Cross references
ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।
ସେ ଏଣତେଣେେ ଘୁରିବୁଲେ। କିନ୍ତୁ ତା'ର ଶରୀର ଶଷେ ରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା'ର ମୃତ୍ଯୁ ନିକଟ ହାଇେ ଆସିଲାଣି।
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।
ପରମେଶ୍ବରଙ୍କ କୋପର ବନ୍ଯା ତା' ଘରର ସମସ୍ତ ପଦାର୍ଥକୁ ବୋହି ନଇୟିବେ।
ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।
ପ୍ରଭୁ ସହେି ଲୋକମାନଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରନ୍ତି। ସେ ସମାନଙ୍କେୁ ଶକ୍ତି ପ୍ରଦାନ କରନ୍ତି। ଯେତବେେଳେ ସମାନେେ ଅତ୍ଯନ୍ତ ଭୋକିଲା ଥାନ୍ତି।
ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ବରଙ୍କ ଉପାସନା କର। ଯେଉଁ ଲୋକମାନେ ପରମେଶ୍ବରଙ୍କ ଉପାସନା କରନ୍ତି, ସମାନେେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥାନ୍ତି।
ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।
ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
ଯେତବେେଳେ ବିପଦ ଆସେ ସେତବେେଳେ ଧାର୍ମିକ ଲୋକମାନେ ଧ୍ବଂସ ହବେେ ନାହିଁ। ଯେତବେେଳେ ଦୁର୍ଭିକ୍ଷ ପଡ଼ିବ ସେତବେେଳେ ଧାର୍ମିକ ଲେଶକ ପ୍ରଚୁର ଖାଦ୍ୟ ପାଇବେ।
ମୁଁ ୟୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହଲିେଣି ଓ ମୁଁ କବେେ ଦେଖିନାହିଁ ପରମେଶ୍ବର ଧାର୍ମିକ ଲୋକଙ୍କୁ ପରିତ୍ଯାଗ କରନ୍ତି। ମୁଁ କବେେ ଦେଖି ନାହିଁ ୟେ, ଧାର୍ମିକ ବ୍ଯକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
ଦୁଷ୍ଟ ଲୋକ ଏହା ଦେଖି କୋର୍ଧ କରିବେ। ସମାନେେ ରାଗରେ ଦାନ୍ତ କଡ଼ମଡ଼ କରିବେ। କିନ୍ତୁ ଏହାପରେ ସମାନେେ ଅଦୃଶ୍ଯ ହବେେ। ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହବେ ନାହିଁ।
ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।
ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।
କିନ୍ତୁ ଖୁବ୍ ଶୀଘ୍ର ସହେି ଲୋକମାନେ ତାକୁ ଉପହାସ କରିବେ। ସମାନେେ ତା'ର ପରାଜଯ ବିଷଯ ରେ ଗପ କରିବେ। ସମାନେେ ତାକୁ ପରିହାସ କରି କହିବେ, 'ତାକୁ ଧିକ୍, ୟିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନଇୟୋଏ। ଆଉ କେତଦେିନ ପର୍ୟ୍ଯନ୍ତ ସେ ଋଣ ସଂଗ୍ରହ ଦ୍ବାରା ଧନୀ ହବେ? ସର୍ବଶଷେ ରେ ତା'ର ସମ୍ପଦସବୁ ତା' ଉପ ରେ ବୋଝ ହବେ।'
ସମାନଙ୍କେର ସୁନାରୂପା ସମାନଙ୍କେୁ ରକ୍ଷା କରିପାରିବ ନାହିଁ। ସହେି ସମୟରେ ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ ହାଇେ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ବ ରେ ସମସ୍ତଙ୍କୁ ବିନାଶ କରିବେ।
ପଡିଆର ସହେି ଘାସ ଆଜି ବଞ୍ଚିଛି, କିନ୍ତୁ କାଲିକି ତାକୁ ଚୁଲି ରେ ପକଇେ ଦିଆୟିବ। ତଥାପି ଯଦି ପରମେଶ୍ବର ତାକୁ ଏଭଳି ସନ୍ଦୁର ବେଶ ଦଇେଛନ୍ତି, ତବେେ ସେ କ'ଣ ତୁମ୍ଭକୁ ପିନ୍ଧବା ପାଇଁ ଅଧିକ ଦବେନୋହିଁ? ତବେେ ତୁମ୍ଭମାନେେ କାହିଁକି ଏତେ ଅଳ୍ପ ବିଶ୍ବାସ ରଖୁଛ?
ଯୀଶୁ ପୁଣି ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ'ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କରନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କରନାହିଁ।
ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଚାହିଁବା ଉଚିତ, ତାହା ହେଉଛି ସ୍ବର୍ଗରାଜ୍ଯ। ତା ହେଲେ ତୁମ୍ଭମାନେେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆୟିବ।
ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :