ଅଶ୍ବ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।
Cross references
ଗିଦ୍ଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, ମାରେ ସୈନ୍ଯମାନଙ୍କୁ କିଛି ଖାଦ୍ୟଦିଅ। ମାରେ ସୈନ୍ଯମାନେ ଅତ୍ଯନ୍ତ କ୍ଲାନ୍ତ। ତଥାପି ମଧ୍ଯ ଆମ୍ଭମାନେେ ମିଦିଯନର ରାଜା ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ ଗୋଡାଉଛକ୍ସ୍ଟ।
ତୁମ୍ଭମାନେେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ବମାନଙ୍କୁ ଲଗାମର ବ୍ଯବହାର କର। କାରଣ ସମାନଙ୍କେୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ବରଙ୍କ ସହିତ ସପରେି ହୁଅ ନାହିଁ।
ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠ ରେ ଜ୍ଞାନ ଥାଏ। ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
ମୂର୍ଖକୁ ଶ ହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁୟୋଗ ଅଧିକ କାଟେ।
ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ଯକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।
ନିନ୍ଦୁକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ।
ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।
ତୁମ୍ଭମାନେେ କ'ଣ ଚାହଁ :
ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦବୋ ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମ ରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭମାନେେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।
ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦଇେଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂର ରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦବେି।