Home Bibles ହିତୋପଦେଶ 26:2 · ଓଡ଼ିଆ ବାଇବେଲ
ହିତୋପଦେଶ 26:2 · ଓଡ଼ିଆ ବାଇବେଲ

ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ।

Cross references

ଗଣନା ପୁସ୍ତକ 23:8

ପରମେଶ୍ବର ଯାହାକୁ ଶାପ ଦଇନୋହାନ୍ତି ମୁଁ କିପରି ତାକୁ ଶାପ ଦବେି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାଁନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି?

ଦିତୀୟ ବିବରଣ 23:4

କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

ପ୍ରଥମ ଶାମୁୟେଲ 14:28

ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।

ପ୍ରଥମ ଶାମୁୟେଲ 17:43

ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।

ଦିତୀୟ ଶାମୁୟେଲ 16:8

ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ଯା କଲ ଏବଂ ଶାଉଲଙ୍କର ରାଜପଦ ଚୋରାଇ ନେଲେ। କିନ୍ତୁ ବର୍ତ୍ତମାନ ଠିକ୍ ସହେି ମନ୍ଦ କର୍ମ ତକ୍ସ୍ଟମ୍ଭ ପାଇଁ ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ ସହେି ରାଜ୍ଯକକ୍ସ୍ଟ ତକ୍ସ୍ଟମ୍ଭ ପକ୍ସ୍ଟଅ ଅବଶା ଲୋମକକ୍ସ୍ଟ ହସ୍ତାନ୍ତର କରି ଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସକ୍ସ୍ଟ ମଣିଷ।

ଦିତୀୟ ଶାମୁୟେଲ 16:12

ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।

ନିହିମିୟା 13:2

କାରଣ ସମାନେେ ଅନ୍ନଜଳ ନଇେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଭଟେିଲେ ନାହିଁ। କିନ୍ତୁ ଇଶ୍ରାୟେଲୀୟମାନଙ୍କୁ ଅଭିଶାପ ଦବୋ ପାଇଁ ସମାନେେ ବିଲିଯମକୁ ପାଉଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ବର ସହେି ଅଭିଶାପକୁ ଆଶୀର୍ବାଦ ରେ ପରିଣତ କଲେ।

ଗୀତସଂହିତା 109:28

ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି।

ହିତୋପଦେଶ 27:8

ଯେଉଁଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ଯ ଅଟେ।

Interlinear

Choose Theme