ଗିଦ୍ଦିୟୋନ ସୁକ୍କୋତର ନାଗରିକମାନଙ୍କୁ କହିଲେ, ମାରେ ସୈନ୍ଯମାନଙ୍କୁ କିଛି ଖାଦ୍ୟଦିଅ। ମାରେ ସୈନ୍ଯମାନେ ଅତ୍ଯନ୍ତ କ୍ଲାନ୍ତ। ତଥାପି ମଧ୍ଯ ଆମ୍ଭମାନେେ ମିଦିଯନର ରାଜା ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ ଗୋଡାଉଛକ୍ସ୍ଟ।
Cross references
ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।
କିନ୍ତୁ ଯାକୁବ ସୁକ୍କୋତକୁ ଗଲଲ।ସସହି ସ୍ଥାନସରସସ ଆପଣା ପାଇଁ ଏକ ଗୃହ ତିଆରି କଲଲ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲଲ।ସତଣୁସସହି ସ୍ଥାନର ନାମ ସୁକ୍କୋତସହଲା।
କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।
ସଦାପ୍ରଭୁଙ୍କର ଦୂତ କହିଗଲେ, ମରେୋସ ଲୋକକୁ ଶାପଦିଅ ଏବଂ ପାପ ଦିଅ! ସମାନଙ୍କେ ସୈନ୍ଯ ସଦାପ୍ରଭୁଙ୍କୁ ସାହାୟ୍ଯ କରିବାକୁ ଆସି ତ ନ ଥିଲେ।
ଅବୀଗଲ ଶୀଘ୍ର 200 ରୋଟୀ, ଦକ୍ସ୍ଟଇକମ୍ଫା ଦ୍ରାକ୍ଷାରସ ଓ ପାଞ୍ଚଟି ମଷେର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ଯ ଓ 100 ପନ୍ଡୋ ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନଇେ ଗଧମାନଙ୍କ ପିଠି ରେ ଲଦିଲା।
ଅେମ୍ମାନୀୟମାନେ ବିଛଣା, ମାଠିଆ, ଅନ୍ଯାନ୍ଯ ପାତ୍ରସବୁ ଖାଦ୍ୟ ପାଇଁ ଗହମ, ୟବ, ମଇଦା, ଭଜାଶସ୍ଯ, ଶିମ, ମସକ୍ସ୍ଟର ଏବଂ ଭଜା ବିରି।
ପରମେଶ୍ବର ତାଙ୍କ ମନ୍ଦିରରେ କହିଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଜଯଲାଭ ବିଷଯରେ ବହୁତ ଖୁସି ହବେି। ତା'ପରେ ମୁଁ ଏହି ଭୂମିକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦବେି। ମୁଁ ଶିଖିମ ଓ ସୁକ୍କୋଥ ଉପତ୍ୟକାକୁ ସମାନଙ୍କେୁ ଦଇଦେବେି।
ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।