Home Bibles ☰ Books ହିତୋପଦେଶ 25:13 · ଓଡ଼ିଆ ବାଇବେଲ
ହିତୋପଦେଶ 25:13 · ଓଡ଼ିଆ ବାଇବେଲ

ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।

Cross references

ଯିହୋଶୂୟ 22:32

ଏହାପରେ ପୀନହସ୍ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ଯାଗ କରି ଗୃହକକ୍ସ୍ଟ ଫରେିଲେ। ସମାନେେ ରକ୍ସ୍ଟବନ୍େ, ଗାଦ ବଂଶର ଲୋକମାନଙ୍କୁ ସହେି ଗିଲିଯଦ ରେ ଛାଡି କିଣାନ ଦେଶକକ୍ସ୍ଟ ଫରେି ଆସିଲେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିକଟକକ୍ସ୍ଟ ଫରେିଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ।

ହିତୋପଦେଶ 13:17

ଦୁଷ୍ଟ ବାର୍ତ୍ତାବାହକ ଆପଦ ରେ ପଡ଼େ, ମାତ୍ର ବିଶ୍ବସ୍ତ ଦୃଢ଼ ସ୍ବାସ୍ଥ୍ଯଜନକ।

ହିତୋପଦେଶ 25:25

ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।

ହିତୋପଦେଶ 26:6

ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:25

ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠା ରେ ମାରେ ଭାଇ। ସେ ମାେ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସବେକ ଓ କାର୍ୟ୍ଯକାରୀ। ମାେ ଦରକାର ବେଳେ ତୁମ୍ଭମାନେେ ତାହାଙ୍କୁ ମାେ ସାହାୟ୍ଯ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫରୋଇ ଦବେି।

Interlinear

Choose Theme