ଯିହୋଶୂୟ 22:32 · ଓଡ଼ିଆ ବାଇବେଲ
ଏହାପରେ ପୀନହସ୍ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ଯାଗ କରି ଗୃହକକ୍ସ୍ଟ ଫରେିଲେ। ସମାନେେ ରକ୍ସ୍ଟବନ୍େ, ଗାଦ ବଂଶର ଲୋକମାନଙ୍କୁ ସହେି ଗିଲିଯଦ ରେ ଛାଡି କିଣାନ ଦେଶକକ୍ସ୍ଟ ଫରେି ଆସିଲେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିକଟକକ୍ସ୍ଟ ଫରେିଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ।
Cross references
ଯିହୋଶୂୟ 22:12
ସମସ୍ତ ଇଶ୍ରାୟେଲ ପରିବାରବର୍ଗଗଣ ସହେି ତିନି ବଂଶ ଉପରେ ରାଗିଲେ। ୟକ୍ସ୍ଟଦ୍ଧ କରିବା ପାଇଁ ନିଷ୍ପତ୍ତି କଲେ। ସମାନେେ ୟକ୍ସ୍ଟଦ୍ଧକକ୍ସ୍ଟ ୟିବା ପାଇଁ ଶିଲୋଠା ରେ ଏକତ୍ରୀତ ହେଲେ।
ହିତୋପଦେଶ 25:13
ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।