ହିତୋପଦେଶ 26:6 · ଓଡ଼ିଆ ବାଇବେଲ
ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।
Cross references
ଗଣନା ପୁସ୍ତକ 13:31
ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ୟାଇଥିଲେ, ସମାନେେ କହିଲେ, ଆମ୍ଭମାନେେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟାଇ ପାରିବୁ ନାହିଁ। କାରଣ ସମାନେେ ଆମ୍ଭଠାରୁ ଶକ୍ତିଶାଳୀ।
ହିତୋପଦେଶ 10:26
ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସହେିପରି ଆପଣା ପ୍ ରରକମାନଙ୍କେ ପ୍ରତି ଅଳସୁଆ,
ହିତୋପଦେଶ 13:17
ଦୁଷ୍ଟ ବାର୍ତ୍ତାବାହକ ଆପଦ ରେ ପଡ଼େ, ମାତ୍ର ବିଶ୍ବସ୍ତ ଦୃଢ଼ ସ୍ବାସ୍ଥ୍ଯଜନକ।
ହିତୋପଦେଶ 25:13
ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।