Home Bibles ଯିରିମିୟ 4:3 · ଓଡ଼ିଆ ବାଇବେଲ
ଯିରିମିୟ 4:3 · ଓଡ଼ିଆ ବାଇବେଲ

କାରଣ ସଦାପ୍ରଭୁ ଯିହୁଦା ଓ ୟିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,

Cross references

ଆଦି ପୁସ୍ତକ 3:18

ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।

ହୋଶେୟ 10:12

ତୁମ୍ଭେ ଯଦି ଭଲପଣିଆ ବୁଣିବ ତବେେ ପ୍ରକୃତ ପ୍ ରମେ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପ ରେ ଭଲ ଜିନିଷ ବର୍ଷା ପରି ପକାଇବେ।

ମାଥିଉଲିଖିତ ସୁସମାଚାର 13:7

ଆଉ କିଛି ବୀଜ କଣ୍ଟା ବୁଦା ରେ ପଡିଗଲା। କଣ୍ଟାବୁଦା ବଢି ୟିବାରୁ ଗ୍ଭରା ଗଛକୁ ଚାପି ଦଲୋ।

ମାଥିଉଲିଖିତ ସୁସମାଚାର 13:22

କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।

ମାର୍କଲିଖିତ ସୁସମାଚାର 4:7

କିଛି ବୀଜ କଣ୍ଟାବୁଦାଗୁଡିକ ଭିତ ରେ ପଡିଗଲା। କଣ୍ଟାବୁଦାଗୁଡିକ ବଢୁ ଥିଲା, ତେଣୁ କଣ୍ଟାବୁଦା ଗୁଡିକ ଗଛଚାରାଗୁଡିକୁ ଚାପି ଦଲୋ, ତା' ଫଳ ରେ ସଗେୁଡିକ ଭଲ ଭାବରେ ବଢି ପାରିଲାନାହିଁ। ତେଣୁ ସେଥି ରେ ଫଳ ଫଳିଲା ନାହିଁ

ମାର୍କଲିଖିତ ସୁସମାଚାର 4:18

ଆଉ କେତକେ ଲୋକ କଣ୍ଟାବୁଦାଗୁଡିକରେ ପଡି ଯାଇଥିବା ବୀଜ ଭଳି। ଏମାନେ ବାକ୍ଯ ଶୁଣନ୍ତି।

ଲୂକଲିଖିତ ସୁସମାଚାର 8:7

କିଛି ବୀଜ କଣ୍ଟା ବୁଦା ରେ ପଡିଲା। ବୀଜ ଗଜାହାଇେ ଗଛ ବଢିଲା। କିନ୍ତୁ କଣ୍ଟା ବୁଦା ମଧ୍ଯ ତା' ସହିତ ବଢିଲା ଓ ଶଷେ ରେ ତାକୁ ଚାପି ପକାଇଲା।

ଲୂକଲିଖିତ ସୁସମାଚାର 8:14

ଯେଉଁ ବୀଜ କଣ୍ଟା ବୁଦା ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସମାନଙ୍କେୁ ବଢିବାରୁ ବାଧାଦିଏ। ତା' ଫଳ ରେ ସେଥିରୁ ଭଲ ଫଳ ମିଳି ପା ରନୋହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 6:7

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

Interlinear

Choose Theme