Cross references
ଜଣେ କର୍ମଶୀଳଙ୍କ ହସ୍ତ କତ୍ତୃର୍ତ୍ବ କରିବ, ମାତ୍ର ଅଳସୁଆ ଲୋକ ଦାସ ହବେ।
ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳ ରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତା ରେ ସ୍ବହସ୍ତ ରେ ତା'ର ଗୃହକୁ ଧ୍ବଂସ କରେ।
ଜଣେ ଅଳସୁଆ ତା'ର ଅଳସୁଆପଣ ଯୋଗୁଁ ଶସ୍ଯ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖାଜେିଲେ ପାଏ ନାହିଁ।
ଅଳସୁଆର ବାଞ୍ଚିତ ବିଷଯ ତାହାର ମୃତ୍ଯୁ ଘଟାଏ। କାରଣ ତାହାର ହସ୍ତ କର୍ମ କରିବାକୁ ମନା କରେ।
ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ।
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ଦଇେ ଗଲି।
ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।
ଯେ ହତେୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠା ରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନ ରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ୟ୍ଯନ୍ତ ପରିଶ୍ରମ କରିବା ଉଚିତ। ନିଜ ବିଶ୍ବାସ ରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣ ରେ ଜ୍ଞାନ,