Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4 · ଓଡ଼ିଆ ବାଇବେଲ

ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି

Cross references

ଆଦି ପୁସ୍ତକ 19:12

ସହେି ଦୁଇ ଜଣ ଲୋଟକୁ କହିଲେ, ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହର ରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ବାଇଁ ଅଛନ୍ତି କି? ତବେେ ଶିଘ୍ର ଏ ସ୍ଥାନ ପରିତ୍ଯାଗ କରିବା ପାଇଁ ତାଙ୍କୁ କୁହନ୍ତୁ।

ଗଣନା ପୁସ୍ତକ 16:26

ତହୁଁ ମାଶାେ ମଣ୍ତଳୀକି କହିଲେ, ବିନଯ କରୁଅଛ ତୁମ୍ଭମାନେେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣୀରୁ ଉଠିୟାଅ ଏବଂ ସମାନଙ୍କେର କିଛି ମାତ୍ର ସ୍ପର୍ଶ କରନାହିଁ। ନଚେତ୍ ତୁମ୍ଭମାନେେ ସମାନଙ୍କେ ପାପ ଲାଗି ବିନଷ୍ଟ ହବେ।

ଗୀତସଂହିତା 50:18

ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।

ଯିଶାଇୟ 48:20

ହେ ମାରେ ସନ୍ତାନଗଣ, ତୁମ୍ଭମାନେେ ବାବିଲରୁ ବାହାରି ୟାଅ, କଲଦୀଯମାନଙ୍କ ମଧ୍ଯରୁ ପଳାଯନ କର ; ତୁମ୍ଭମାନେେ ଆନନ୍ଦ ଧ୍ବନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ଏହା ବିଖ୍ଯାତ କର ; ତୁମ୍ଭମାନେେ କୁହ, ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

ଯିରିମିୟ 50:8

ତୁମ୍ଭମାନେେ ବାବିଲରୁ ପଳାଅ ଓ କଲଦୀଯମାନଙ୍କ ଦେଶ ମଧ୍ଯରୁ ବାହାରି ୟାଅ। ଆଉ ପଲର ଅଗ୍ରଗାମୀ ଛାଗ ସ୍ବରୂପ ହୁଅ।

ଯିରିମିୟ 51:6

ବାବିଲରୁ ପଳାଯନ କର ଓ ତୁମ୍ଭମାନଙ୍କର ନିଜ ନିଜ ପ୍ରାଣ ରକ୍ଷା କର। ଆଉ ତାହାର ଅଧର୍ମ ରେ ଉଚ୍ଛନ୍ନ ହୁଅ ନାହିଁ। କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧ ନବୋର ସମୟ ଓ ସେ ସମାନଙ୍କେୁ ତା'ର ପ୍ରତିଫଳ ଦବେେ।

ଯିରିମିୟ 51:45

ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ ବାବିଲରୁ ପଳାଇ ୟାଅ। ପ୍ରେତ୍ୟକକ ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧରୁ ନିଜକୁ ରକ୍ଷା କର।

ଯିରିମିୟ 51:50

ହେ ଖଡ୍ଗରୁ ବଞ୍ଚିତ ଲୋକମାନେ, ତୁମ୍ଭମାନେେ ଚାଲିୟାଅ, ସ୍ଥିର ହାଇେ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ୟିରୁଶାଲମକୁ ମନେ ପକାଅ।

ମାଥିଉଲିଖିତ ସୁସମାଚାର 23:30

ଏବଂ ତୁମ୍ଭମାନେେ କହୁଛ ଯେ 'ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହାଇେଥାଆନ୍ତୁ, ତବେେ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ମାରି ଦବୋ ପାଇଁ ଆମ୍ଭେ କବେେ ହେଲେ ସାହାୟ୍ଯ କରି ନଥାନ୍ତୁ।'

ମାଥିଉଲିଖିତ ସୁସମାଚାର 24:15

ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17

ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:22

ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।

ଯୋହନଙ୍କ ଦିତୀୟ ପତ୍ 1:11

ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତବେେ ତାହାକୁ ମନ୍ଦକର୍ମ କରିବା ରେ ସାହାୟ୍ଯ କରୁଛ।

Interlinear

Choose Theme