Home Bibles ହିତୋପଦେଶ 22:29 · ଓଡ଼ିଆ ବାଇବେଲ
ହିତୋପଦେଶ 22:29 · ଓଡ଼ିଆ ବାଇବେଲ

ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।

Cross references

ଆଦି ପୁସ୍ତକ 41:38

ସେତବେେଳେ ଫାରୋ ସମାନଙ୍କେୁ କହିଲେ, ମୁଁ ଭାବୁଛି ଆମ୍ଭେ ଏହି କାର୍ୟ୍ଯ ପାଇଁ ଯୋଷଫଙ୍କେଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ବରଙ୍କ ଆତ୍ମା ତା' ମଧିଅରେ ଅଛନ୍ତି।

ଆଦି ପୁସ୍ତକ 41:46

ଯୋଷଫେ ତିରିଷ ବର୍ଷ ବସଯ ରେ ମିଶ୍ରୀଯ ରାଜା ଫାରୋଙ୍କ ଛାମୁ ରେ ଛିଡ଼ା ହାଇେଥିଲେ। ଏହାପରେ ଯୋଷଫେ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ।

ପ୍ରଥମ ଶାମୁୟେଲ 16:21

ଏହାପରେ ଦାଉଦ ଶାଉଲଙ୍କ ନିକଟକକ୍ସ୍ଟ ଆସି ତାଙ୍କ ସମ୍ମକ୍ସ୍ଟଖ ରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶଯ ସ୍ନହେ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ସାହାୟ୍ଯକାରୀ ହେଲେ।

ପ୍ରଥମ ଶାମୁୟେଲ 17:31

ଦାଉଦଙ୍କ ଏହିପରି କଥା ଯେତବେେଳେ ଲୋକମାନେ ଶୁଣିଲେ, ସମାନେେ ତାକକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ନଇଗେଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ।

ଦିତୀୟ ଶାମୁୟେଲ 2:32

ଦାଉଦର ସୈନ୍ଯମାନେ ଅସା ହେଲ୍ର ଶରୀରକକ୍ସ୍ଟ ଆଣି ବୈଥଲହମେ ସ୍ଥିତ ତା'ର ପିତାଙ୍କର କବର ରେ କବର ଦେଲେ। ପକ୍ସ୍ଟଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବକ୍ସ୍ଟଲିଲେ।

ପ୍ରଥମ ରାଜାବଳୀ 10:8

ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବ ରେ ଭାଗ୍ଯବାନ୍ ତୁମ୍ଭ ଉପସ୍ଥିତି ରେ ହବେ ଏବଂ ଜ୍ଞାନର ବାକ୍ଯଗୁଡିକ ତୁମ୍ଭର ଓଠରୁ ଶୁଣିଛନ୍ତି।

ପ୍ରଥମ ରାଜାବଳୀ 11:28

ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

ପ୍ରଥମ ବଂଶାବଳୀ 4:23

ଶଲୋଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସମାନେେ ନତାଯିମ ଓ ଗଦରୋ ରେ ବାସ କରୁଥିଲେ। ସମାନେେ ସହେି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ୟ୍ଯ କରୁଥିଲେ।

ହିତୋପଦେଶ 10:4

ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।

ହିତୋପଦେଶ 12:24

ଜଣେ କର୍ମଶୀଳଙ୍କ ହସ୍ତ କତ୍ତୃର୍ତ୍ବ କରିବ, ମାତ୍ର ଅଳସୁଆ ଲୋକ ଦାସ ହବେ।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

ଦାନିଏଲ 1:4

ରାଜା ଯିହାୟୋଦାରକୀମ୍ ଚାହିଁଲେ ସ୍ବାସ୍ଥ୍ଯବାନ୍, ସୁନ୍ଦର ଯୋଗ୍ଯ ଏବଂ ଜ୍ଞାନୀ ୟିହୁଦି ବାଳକମାନେ ଯେଉଁମାନେ ରାଜକୀଯ ସ୍ଥାନ ରେ ଠିଆ ହବୋକୁ ଯୋଗ୍ଯ ଥିଲେ ଏବଂ ଅସ୍ପନସ୍ ନଫୁସକାଧିପତି ଭାଷା ଏବଂ କଲଦୀଯ ଲୋକମାନଙ୍କର ଲଖାେ ଶିଖାଇବାକୁ ପଚାରିଲେ।

ଦାନିଏଲ 1:19

ରାଜା ସମାନଙ୍କେ ସହିତ ଆଳାପ କଲେ। ଆଉ ସେ ସମସ୍ତଙ୍କ ମଧିଅରେ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଅଧିକ ଦକ୍ଷ ଜଣା ଗଲେ। ତେଣୁ ସମାନେେ ରାଜାଙ୍କର ଦାସ ହେଲେ।

ମାଥିଉଲିଖିତ ସୁସମାଚାର 25:21

ମାଲିକ କହିଲେ, 'ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ବସ ଯୋଗ୍ଯ ଲୋକ। ତୁମ୍ଭେ ଅଳ୍ପ ଟଙ୍କା ରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ମାେ ଖୁସି ରେ ଭାଗୀ ହୁଅ।'

ମାଥିଉଲିଖିତ ସୁସମାଚାର 25:23

ମାଲିକ କହିଲେ, 'ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭ ଉପରେ ବିଶ୍ବାସ କରାଯାଇପା ରେ। ଅଳ୍ପ ଟଙ୍କା ରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାଯିତ୍ବ ଦବେି। ଆସ, ମାେ ସହିତ ଖୁସି ରେ ଭାଗୀ ହୁଅ।'

ରୋମୀୟଙ୍କ ପ୍ରତି ପତ୍ର 12:11

ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:2

ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।

Interlinear

Choose Theme