ପ୍ରଥମ ବଂଶାବଳୀ 4:23 · ଓଡ଼ିଆ ବାଇବେଲ
ଶଲୋଙ୍କ ପୁତ୍ରମାନେ ମୃତ୍ତିକାରୁ ବିଭିନ୍ନ ବସ୍ତୁ ନିର୍ମାଣକାରୀ ମୃତ୍ତିକାର ଥିଲେ। ସମାନେେ ନତାଯିମ ଓ ଗଦରୋ ରେ ବାସ କରୁଥିଲେ। ସମାନେେ ସହେି ସହରଗୁଡ଼ିକରେ ରହି ରାଜାଙ୍କ ନିମନ୍ତେ କାର୍ୟ୍ଯ କରୁଥିଲେ।
Cross references
ପ୍ରଥମ ବଂଶାବଳୀ 4:14
ମିୟନୋଥୟ ଅଫ୍ରାଙ୍କର ପିତା ଥିଲେ।
ଗୀତସଂହିତା 81:6
ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦଲେୁ। ତାହାର ହସ୍ତ ଟୋକଇରେୁ ମୁକ୍ତ ହେଲା।
ହିତୋପଦେଶ 22:29
ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।