Home Bibles ପ୍ରଥମ ରାଜାବଳୀ 11:28 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 11:28 · ଓଡ଼ିଆ ବାଇବେଲ

ସେ ସମୟରେ ୟାରବିଯାମ ମହାବିକ୍ରମଶାଳୀ ୟୁବକ ଥିଲେ। ସହେିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷଫେ ବଂଶୀଯ ଲୋକମାନଙ୍କ ସମୁଦାଯ କର୍ମଭାର ତାଙ୍କ ଉପରେ ନ୍ଯସ୍ତ କଲେ।

Cross references

ଦିତୀୟ ବିବରଣ 1:12

କିନ୍ତୁ ମୁ ଏକାକି ତୁମ୍ଭମାନଙ୍କର ସମସ୍ଯା, ବିବାଦ ଓ ଭାର ବକ୍ସ୍ଟଝି ପାରିବ ନାହିଁ।

ଯିହୋଶୂୟ 18:5

ସମାନେେ ସେ ଭୂମିକକ୍ସ୍ଟ ସାତ ଭାଗ ରେ ବାଣ୍ଟ କରିବେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷଫେର ଉତ୍ତରାଧିକାରୀଗଣ ଉତ୍ତର ରେ ସମାନଙ୍କେର ଭୂମି ପାଇବେ।

ବିଚାରକର୍ତାମାନଙ୍କ ବିବରଣ 1:22

ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ।

ଦିତୀୟ ଶାମୁୟେଲ 19:20

ଆପଣ ଜାଣନ୍ତିସଯ ମୁ ପାପ କରିଛି।ସଯଉଁଥିପାଇଁସଯାଲଷଫର ବଂଶରକ୍ସ୍ଟ ମୁ ପ୍ରଥମ ବ୍ଯକ୍ତି, ମୁ ଆଜିସମାର ସଦାପ୍ରଭୁ ମହାରାଜାଙ୍କକ୍ସ୍ଟ ଭଲଟିବାକକ୍ସ୍ଟ ଆସିଲି।

ପ୍ରଥମ ରାଜାବଳୀ 5:16

ଏହା ଛଡା କର୍ମକାରୀ ଲୋକମାନଙ୍କ ଉପରେ 3 ,300 ଲୋକ ପ୍ରଧାନ କାର୍ୟ୍ଯଧ୍ଯକ୍ଷ ନିୟୁକ୍ତି ହେଲେ।

ହିତୋପଦେଶ 22:29

ଯଦି ଜଣେ ଲୋକ ତା'ର କାର୍ୟ୍ଯ ରେ ନିପୁଣ ଓ ତତ୍ପର। ତବେେ ସେ ରାଜାଙ୍କର ସବୋ କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସବୋ କରିବ ନାହିଁ।

ଯିଶାଇୟ 14:25

ମୁଁ ନିଜ ରାଜ୍ଯ ରେ ଅଶୂରୀଯ ରାଜାକୁ ବିନାଶ କରିବି। ମାରେପର୍ବତ ଉପ ରେ ତାକୁ ପଦଦଳିତ କରିବି। କାରଣ ସହେି ରାଜା ମାରେ ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସମାନଙ୍କେ ସ୍କନ୍ଧ ରେ ୟୁଆଳିର ଭାର ରଖୁଥିଲା। ସହେି ୟୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହବେ।

ଆମୋଷ 5:6

ସଦାପ୍ରଭୁଙ୍କ ଅନ୍ବଷେଣ କର ଓ ବଞ୍ଚି ରୁହ। ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ୟିବ ତାହା ହେଲେ ଗୋଟିଏ ଅଗ୍ନି ସଞ୍ଚାର ହବେ ଏବଂ ସହେି ଅଗ୍ନି ଯୋଷଫଙ୍କେ ଗୃହକୁ ଧ୍ବଂସ କରିବ ଏବଂ କୌଣସି ବ୍ଯକ୍ତି ବୈଥଲ ରେ ସେ ଅଗ୍ନିକୁ ଲିଭାଇ କରିପାରିବେ ନାହିଁ।

ଯିଖରିୟ 10:6

ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍ଭେ ଯୋଷଫେର ଗୃହକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ପୁନଃସ୍ଥାପନ କରିବା କାରଣ ସମାନଙ୍କେ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହବେ ଯେପରିକି ଆମ୍ଭେ ସମାନଙ୍କେୁ କବେେ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଏବଂ ଆମ୍ଭେ ସମାନଙ୍କେର ପାର୍ଥନା ଶୁଣିବା।

ମାଥିଉଲିଖିତ ସୁସମାଚାର 11:30

ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।

Interlinear

Choose Theme