Home Bibles ହିତୋପଦେଶ 22:28 · ଓଡ଼ିଆ ବାଇବେଲ
ହିତୋପଦେଶ 22:28 · ଓଡ଼ିଆ ବାଇବେଲ

ତୁମ୍ଭର ପିତୃ ଲୋକମାନେ ଯେଉଁ ପୁସ୍ତକ ପୁରାତନ ସୀମା ନିର୍ଦ୍ଧାରଣ କରିଛନ୍ତି, ତାହା ଘୁଞ୍ଚାଅ ନାହିଁ।

Cross references

ଦିତୀୟ ବିବରଣ 19:14

ତୁମ୍ଭମାନେେ ଭୂମିରେ ଥିବା ପଥର ଚିହ୍ନକକ୍ସ୍ଟ ଘକ୍ସ୍ଟଞ୍ଚାଇବ ନାହିଁ। ଏହି ପଥରଚିହ୍ନ ଅତୀତ ରେ ଦିଆୟାଇଥିବା ଭୂମିକକ୍ସ୍ଟ ଚିହ୍ନଟ କରିବା ପାଇଁ ସହେି ପଥର ଚିହ୍ନକକ୍ସ୍ଟ ପରିବର୍ତ୍ତନ କରିବ ନାହିଁ। ସହେି ପଥର ଚିହ୍ନିତ ଦେଶମାନଙ୍କୁ ତୁମ୍ଭକୁ ସଦାପ୍ରଭୁ ଦବେେ।

ଦିତୀୟ ବିବରଣ 27:17

ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'

ଆୟୁବ ପୁସ୍ତକ 24:2

କହେି କହେି ବ୍ଯକ୍ତି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦବୋକୁ ଚେଷ୍ଟା କରନ୍ତି। କହେି ଅନ୍ୟର ମଷେପଲ ହରଣ କରି ଅନ୍ୟ ଚରାଭୂମିକୁ ନଇେ ୟାଆନ୍ତି।

ହିତୋପଦେଶ 23:10

ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ।

ହିତୋପଦେଶ 24:15

ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧ ରେ ଓଗାଳି ବସ ନାହିଁ। ତାହାର ବିଶ୍ରାମ ସ୍ଥାନ ଲୁଟ କର ନାହିଁ।

Interlinear

Choose Theme