ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡ଼ାକ ଶୁଣେ ନାହିଁ, ସେ ମଧ୍ଯ ଆପେ ଡ଼ାକିବ। କିନ୍ତୁ ଉତ୍ତର ପାଇବ ନାହିଁ।
Cross references
ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।
ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।
ମୁଁ ମାରେବସ୍ତ୍ରର ଭାଂଗକୁ ଝାଡିଲି ଏବଂ କହିଲି, ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ବର ତାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ଯ ହେଉ।
ମାରେ ଶତ୍ରୁମାନେ ସାହାୟ୍ଯ ପାଇଁ ଚିତ୍କାର କଲେ, କିନ୍ତୁ କହେି ସମାନଙ୍କେୁ ରକ୍ଷା କରିବାକୁ ଆଗଇେ ଆସି ନ ଥଲେ। ସମାନେେ ସଦାପ୍ରଭୁଙ୍କୁ ମଧ୍ଯ ଡାକିଲେ କିନ୍ତୁ ସେ ସମାନଙ୍କେୁ ଉତ୍ତର ଦେଲେ ନାହିଁ।
ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।
ଯେତବେେଳେ ଏହିସବୁ ଘଟିବ, ତୁମ୍ଭମାନେେ ମାରେ ସାହାୟ୍ଯ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାୟ୍ଯ କରିବି ନାହିଁ। ତୁମ୍ଭମାନେ ମାେତେ ଖାଜେିବ। କିନ୍ତୁ ତୁମ୍ଭମାନେେ ମାେତେ ପାଇବ ନାହିଁ।
ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ୟୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦବୋର ଓ ପ୍ରେତ୍ୟକକ ୟୁଆଳି ଭଗ୍ନ କରିବାର, ଏହିପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?
ମାତ୍ର ତେମ୍ଭମାନେେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାଯ ଦଇେଥିଲୁ, ପୁନର୍ବାର ସମାନଙ୍କେୁ ଆଣି ଆପଣା ଆପଣା ଦାସ୍ଯକର୍ମ ରେ ବାଧ୍ଯ କରି ନିୟୁକ୍ତ କଲ।
ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ଯଥାର୍ଥ ନ୍ଯାଯ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।
ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।
ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।