Home Bibles ହିତୋପଦେଶ 28:27 · ଓଡ଼ିଆ ବାଇବେଲ
ହିତୋପଦେଶ 28:27 · ଓଡ଼ିଆ ବାଇବେଲ

ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହବେ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନକେ ଅଭିଶାପ ପାଇବ।

Cross references

ଦିତୀୟ ବିବରଣ 15:7

ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ବାସ କରିବ, ସେତବେେଳେ ତୁମ୍ଭମାନଙ୍କ ମଧିଅରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭମାନେେ ସ୍ବାର୍ଥପର ହବେ ନାହିଁ। ତୁମ୍ଭମାନେେ ସମାନଙ୍କେୁ ସାହାୟ୍ଯ କରିବାକୁ ମନା କରିବ ନାହିଁ।

ଦିତୀୟ ବିବରଣ 15:10

ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଗୀତସଂହିତା 41:1

ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

ଗୀତସଂହିତା 112:5

ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।

ହିତୋପଦେଶ 11:24

କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

ହିତୋପଦେଶ 11:25

ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।

ହିତୋପଦେଶ 11:26

ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।

ହିତୋପଦେଶ 19:17

ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।

ହିତୋପଦେଶ 22:9

ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେ ହତେୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

ହିତୋପଦେଶ 24:24

ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ।

ଯିଶାଇୟ 1:15

ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:6

ଏହି କଥାଟି ମନେ ରଖ ; ଯେଉଁ ଲୋକ ଅଳ୍ପ ବୁଣିବ, ସେ ଅଳ୍ପ କାଟିବ। ଯେଉଁ ଲୋକ ଅଧିକ ବୁଣିବ, ସେ ଅଧିକ କାଟିବ।

ଏବ୍ରୀ 13:16

ଅନ୍ୟମାନଙ୍କର ପାଇଁ ଭଲ କାମ କରିବା କବେେ ହେଲେ ଭୁଲି ଯାଅ ନାହିଁ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି ଅନ୍ୟ ଲୋକମାନଙ୍କ ସହିତ ଅଂଶୀ କର। ଏହିପରି ବଳିଗୁଡ଼ିକ ଦ୍ବାରା ପରମେଶ୍ବର ପ୍ରସନ୍ନ ହୁଅନ୍ତି।

Interlinear

Choose Theme