Home Bibles ☰ Books ହିତୋପଦେଶ 21:12 · ଓଡ଼ିଆ ବାଇବେଲ
ହିତୋପଦେଶ 21:12 · ଓଡ଼ିଆ ବାଇବେଲ

ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷଯ ରେ ବିବଚେନା କରେ। ସହେି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହାଇେ କିପରି ସର୍ବନାଶ ହୁଅନ୍ତି। ଏହା ସୁବିବଚେନା କରେ।

Cross references

ଆଦି ପୁସ୍ତକ 19:29

ଏହିରୂପେ ସହେି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ବର ଅବ୍ରହାମକୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗର ରେ ବାସ କରିଥିଲେ। ସହେି ନଗର ରେ ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ଯରୁ ବାହାର କରୁଥିଲେ।

ଆୟୁବ ପୁସ୍ତକ 5:3

ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।

ଆୟୁବ ପୁସ୍ତକ 8:15

ସେ ଯଦି ତା' ଉପରେ ଆଉଜି ପଡ଼େ, ତାହା ଛିଣ୍ଡିୟିବ। ସେ ତାକୁ ଧରି ରଖିଲେ ଏହା ତାକୁ ଧରି ରଖି ପାରିବ ନାହିଁ।

ଆୟୁବ ପୁସ୍ତକ 18:14

ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।

ଆୟୁବ ପୁସ୍ତକ 21:28

ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'

ଆୟୁବ ପୁସ୍ତକ 27:13

ତେଣୁ ଏହା ହିଁ ପରମେଶ୍ବରଙ୍କ ଇଚ୍ଛା ଦୁଷ୍ଟଲୋକଙ୍କ ପାଇଁ, ଏହା ହିଁ ସର୍ବଶକ୍ତିମାନ ପରମେଶ୍ବରଙ୍କ ଇଚ୍ଛା ନିଷ୍ଠୁର ଲୋକମାନଙ୍କ ପ୍ରତି।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 52:5

ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।

ଗୀତସଂହିତା 107:43

ୟେ ଜ୍ଞାନବାନ୍, ସେ ଏହିସବୁ ବିଷଯରେ ମନୟୋଗ କରିବେ। ପୁଣି ସେ ପରମେଶ୍ବରଙ୍କର ପ୍ରକୃତ କରୁଣା ପ୍ରମେକୁ ସେ ବୁଝିବା ଉଚିତ୍।

ହିତୋପଦେଶ 11:3

ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।

ହିତୋପଦେଶ 13:6

ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ। ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।

ହିତୋପଦେଶ 14:11

ଦୁଷ୍ଟମାନଙ୍କର ଗୃହ ନିପାଦ ହବେ। ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହବେ।

ହିତୋପଦେଶ 14:32

ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।

Interlinear

Choose Theme