ମାଥିଉଲିଖିତ ସୁସମାଚାର 18:30 · ଓଡ଼ିଆ ବାଇବେଲ
କିନ୍ତୁ ପ୍ରଥମ ଚ଼ାକର ର୍ଧୈୟ୍ଯ ଧରିବାକୁ ମନା କଲା। କବଳେ ଏତିକି ନୁହେଁ, ସେ ବିଚ଼ାରପତିଙ୍କ ନିକଟକୁ ଯାଇ ଦ୍ବିତୀୟ ଚ଼ାକର ବିରୁଦ୍ଧ ରେ ଅଭିଯୋଗ ମଧ୍ଯ କଲା। ଦ୍ବିତୀୟ ଚ଼ାକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶାଧେ ନ କରିବା ପର୍ୟ୍ଯନ୍ତ ତାକୁ କାରାଗାର ରେ ରହିବାକୁ ପଡ଼ିଲା।
Cross references
ପ୍ରଥମ ରାଜାବଳୀ 21:27
ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।
ପ୍ରଥମ ରାଜାବଳୀ 22:27
ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।