Home Bibles ହିତୋପଦେଶ 21:11 · ଓଡ଼ିଆ ବାଇବେଲ
ହିତୋପଦେଶ 21:11 · ଓଡ଼ିଆ ବାଇବେଲ

ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

Cross references

ଗଣନା ପୁସ୍ତକ 16:34

ଏଥି ରେ ଇଶ୍ରାୟେଲ ଲୋକମାନେ ସମାନଙ୍କେର କରୁଣ ଚିତ୍କାର ଶୁଣି ଏଣେ ତଣେେ ପଳାଯନ କଲେ। ଆଉ ସମାନେେ କହିଲେ, ପୃଥିବୀ ଆମ୍ଭମାନଙ୍କୁ ମଧ୍ଯ ଗ୍ରାସ କରିବ।

ଦିତୀୟ ବିବରଣ 13:11

ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ଏ ବିଷଯ ରେ ଶକ୍ସ୍ଟଣିବେ ଓ ଭୟଭୀତ ହବେେ। ଆଉ ଇଶ୍ରାୟେଲୀୟମାନେ ଏପରି ପୂନର୍ବାର ଦକ୍ସ୍ଟଷ୍କର୍ମ କରିବାକୁ ସାହସ କରିବେ ନାହିଁ।

ଦିତୀୟ ବିବରଣ 21:21

ତା'ପରେ ନଗରର ବ୍ଯକ୍ତିମାନେ ତାକକ୍ସ୍ଟ ପଥର ଫିଗିଂ ହତ୍ଯା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରକ୍ସ୍ଟ ମନ୍ଦ ଦୂର କରିବା ଉଚିତ୍। ଇଶ୍ରାୟେଲର ଲୋକମାନେ ଏହା ଶକ୍ସ୍ଟଣି ଭୟଭୀତ ହବେେ।

ଗୀତସଂହିତା 64:7

କିନ୍ତୁ ହଠାତ୍ ଭାବରେ ପରମେଶ୍ବର ତାଙ୍କର ତୀର ନିକ୍ଷପେ କରିବେ ଏବଂ ଦୁଷ୍ଟମାନେ ଆଘାତ ହବେେ।

ହିତୋପଦେଶ 1:5

ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।

ହିତୋପଦେଶ 9:9

ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।

ହିତୋପଦେଶ 15:14

ବୁଦ୍ଧିମାନର ମନ ଜ୍ଞାନ ଲୋଡ଼େ। ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଆହାର କରେ।

ହିତୋପଦେଶ 18:1

ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

ହିତୋପଦେଶ 18:15

ବୁଦ୍ଧିମାନ୍ର ମନ ଜ୍ଞାନ ଉପାର୍ଜନ କରେ। ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଶୁଣିବାକୁ ଆଗ୍ରହ ପ୍ରକାଶ କରେ।

ହିତୋପଦେଶ 19:25

ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ଯକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:5

ଏକଥା ଶୁଣିବା ମାତ୍ ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡ଼ରିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:11

ମଣ୍ଡଳୀର ସମସ୍ତ ବିଶ୍ବାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:6

ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।

ଏବ୍ରୀ 2:1

ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ ରେ ଅଧିକ ମନୋୟୋଗୀ ହବୋ ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ ହାଇେ ପଥଭ୍ରଷ୍ଟ ହବେୁ।

ଏବ୍ରୀ 10:28

ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:13

ଠିକ୍ ସହେି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହାଇଗେଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସମାନେେ ସ୍ବର୍ଗର ପରମେଶ୍ବରଙ୍କୁ ଗୌରବ ଦେଲେ।

Interlinear

Choose Theme