Home Bibles ☰ Books ପିତରଙ୍କ ଦିତୀୟ ପତ୍ର 3:6 · ଓଡ଼ିଆ ବାଇବେଲ
ପିତରଙ୍କ ଦିତୀୟ ପତ୍ର 3:6 · ଓଡ଼ିଆ ବାଇବେଲ

ତାହା ପରେ ସହେି ସଂସାର ପ୍ରଳୟଙ୍କାରୀ ବନ୍ଯା ଜଳ ଦ୍ବାରା ନଷ୍ଟ ହାଇଗେଲା।

Cross references

ଆଦି ପୁସ୍ତକ 7:10

ସାତଦିନ ପରେ ବନ୍ଯାର ପାଣି ପୃଥିବୀ ଉପର ରେ ଆରମ୍ଭ ହେଲା।

ଆଦି ପୁସ୍ତକ 9:15

ମୁଁ ଯେ ତବେଳେ ଇନ୍ଦ୍ରଧନୁକୁ ଦେଖେ ସେତବେେଳେ ମୁଁ ତୁମ୍ଭ ସହିତ ଓ ଅନ୍ଯାନ୍ଯ ସଜୀବ ପ୍ରାଣୀମାନଙ୍କ ସହିତ ହାଇେଥିବା ଚୁକ୍ତିକୁ ମନେ ପକାଇବି। ସହେି ଚ଼କ୍ତି କ ହେ ଯେ, ଭବିଷ୍ଯତ ରେ ଏପରି ବନ୍ଯା ରେ ସମସ୍ତେ ବିନାଶ ହବେେ ନାହିଁ।

ଆୟୁବ ପୁସ୍ତକ 12:15

ଯେତବେେଳେ ପରମେଶ୍ବର ବର୍ଷାକୁ ରଦ୍ଦ କରନ୍ତି, ତା' ହେଲେ ପୃଥିବୀ ଶୁଷ୍କ ହାଇୟୋଏ ଏବଂ ସେ ଯେତବେେଳେ ବର୍ଷା ଛାଡ଼ି ଦିଅନ୍ତି, ତା' ହେଲେ ପୃଥିବୀ ରେ ବନ୍ଯା ହାଇୟୋଏ।

ମାଥିଉଲିଖିତ ସୁସମାଚାର 24:38

ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।

ଲୂକଲିଖିତ ସୁସମାଚାର 17:27

ନୋହଙ୍କ ସମୟରେ, ଏପରିକି ନୋହ ଜାହାଜ ରେ ବସିବା ସମୟ ପର୍ୟ୍ଯନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା'ପରେ ବନ୍ଯା ମାଡି ଆସିଲା ଓ ସେ ସମସ୍ତଙ୍କୁ ମାରି ଦଲୋ।

ପିତରଙ୍କ ଦିତୀୟ ପତ୍ର 2:5

ଅତି ପୂର୍ବକାଳ ରେ ରହୁଥିବା ମନ୍ଦ ଲୋକଙ୍କୁ ପରମେଶ୍ବର ଦଣ୍ଡ ଦଇେଥିଲେ। ପରମେଶ୍ବର ଆପଣା ବିରୋଧୀ ଲୋକମାନଙ୍କ ପାଇଁ ଏକ ପ୍ରଳୟଙ୍କାରୀ ବନ୍ଯା ଆଣିଥିଲେ। କିନ୍ତୁ ପରମେଶ୍ବର ନୋହ ଓ ତାହାଙ୍କ ସହ୍ଯ ଅନ୍ୟ ସାତଜଣଙ୍କୁ ସହେି ପ୍ରଳୟଙ୍କାରୀ ବନ୍ଯାରୁ ରକ୍ଷା କରିଥିଲେ। ଲୋକମାନଙ୍କୁ ନୋହ ଉତ୍ତମ ଜୀବନ କାଟିବାକୁ ଉପଦେଶ ଦେଉଥିଲେ।

Interlinear

Choose Theme