Home Bibles ☰ Books ଦିତୀୟ ବିବରଣ 13:11 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 13:11 · ଓଡ଼ିଆ ବାଇବେଲ

ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ଏ ବିଷଯ ରେ ଶକ୍ସ୍ଟଣିବେ ଓ ଭୟଭୀତ ହବେେ। ଆଉ ଇଶ୍ରାୟେଲୀୟମାନେ ଏପରି ପୂନର୍ବାର ଦକ୍ସ୍ଟଷ୍କର୍ମ କରିବାକୁ ସାହସ କରିବେ ନାହିଁ।

Cross references

ଯାତ୍ରା ପୁସ୍ତକ 13:3

ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।

ଲେବୀୟ ପୁସ୍ତକ 20:2

ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।

ଗଣନା ପୁସ୍ତକ 25:4

ସଦାପ୍ରଭୁ ମାଶାଙ୍କେୁ କହିଲେ, ଲୋକମାନଙ୍କର ସମସ୍ତ ନତେୃବର୍ଗଙ୍କୁ ହତ୍ଯା କର ଏବଂ ସର୍ବସାଧାରଣ ସମ୍ମୁଖ ରେ ସମାନଙ୍କେୁ ଖରା ରେ ଟାଙ୍ଗି ଦିଅ। ତବେେ ସଦାପ୍ରଭୁଙ୍କର କୋରଧ ଇଶ୍ରାୟେଲମାନଙ୍କଠାରୁ ଦୂ ରଇେ ୟିବ।

ଦିତୀୟ ବିବରଣ 17:13

ଇଶ୍ରାୟେଲର ସମସ୍ତ ଲୋକେ ଏକଥା ଶକ୍ସ୍ଟଣିବେ, ସମାନେେ ଭୟ କରିବେ ଓ ଆଉ ଏପରି କରିବାକୁ କହେି ସାହସ କରିବେ ନାହିଁ।

ଦିତୀୟ ବିବରଣ 19:20

ଅବଶିଷ୍ଟ ଲୋକମାନେ ତାହା ଶକ୍ସ୍ଟଣି ଭୟ କରିବେ। ସହେି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।

ଯିହୋଶୂୟ 7:25

ତା'ପରେ ୟିହୋଶୂଯ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦକ୍ସ୍ଟଃଖ ଦଲେ? ସଦାପ୍ରଭୁ ଆଜି ତକ୍ସ୍ଟମ୍ଭ ପାଇଁ ଦକ୍ସ୍ଟଃଖ ଆଣିବେ। ତେଣୁ ଇଶ୍ରାୟେଲର ସମସ୍ତ ଲୋକ ଆଖନ ଓ ତା'ର ପରିବାରକକ୍ସ୍ଟ ପଥର ଫିଙ୍ଗି ହତ୍ଯା କଲେ। ଏହାପରେ ଲୋକମାନେ ତାକକ୍ସ୍ଟ ଓ ସେ ଆଣିଥିବା ସମସ୍ତ ଦ୍ରବ୍ଯକକ୍ସ୍ଟ ସହେି ସ୍ଥାନ ରେ ପୋଡି଼ ଦେଲେ।

ହିତୋପଦେଶ 19:25

ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ଯକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।

ହିତୋପଦେଶ 21:11

ନିନ୍ଦକମାନଙ୍କୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ୍ ହୁଏ। ମାତ୍ର ବୁଦ୍ଧିମାନ୍କୁ ବୁଝାଇ ଦେଲେ ସେ ଆହୁରି ଜ୍ଞାନବାନ୍ ହୁଏ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:20

ଯେଉଁମାନେ ପାପ କରନ୍ତି, ସମାନଙ୍କେୁ ସମାନଙ୍କେର ଭୁଲ ଦଖାଇଦେିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖ ରେ ଏହା କର। ସପରେି କଲେ, ଅନ୍ୟମାନେ ସତର୍କ ହବେେ।

Interlinear

Choose Theme