ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।
Cross references
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
କିନ୍ତୁ ଯୋୟାବ ରାଜାଙ୍କକ୍ସ୍ଟ କହିଲେ, ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ବର ସମାନଙ୍କେୁ 100 ଗକ୍ସ୍ଟଣ ବୃଦ୍ଧି କରାନ୍ତକ୍ସ୍ଟ ଓ ମାେ ପ୍ରଭକ୍ସ୍ଟ ମହାରାଜାଙ୍କ ଚକ୍ଷକ୍ସ୍ଟ ତାହା ଦେଖକ୍ସ୍ଟ। କାହିଁକି ରାଜା ସହେି କାର୍ୟ୍ଯ କରିବାକୁ ଗ୍ଭହାନ୍ତି?
ଇଶ୍ରାୟେଲ ଓ ଯିହୁଦା ରେ ବହୁ ଲୋକ ଥିଲେ। ସମାନେେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅକଳନ ଥିଲେ। ମାତ୍ର ସମାନେେ ୟଥେଷ୍ଟ ଖାଦ୍ୟ ପାନୀଯ ସହିତ ସୁଖ ରେ କାଳାତିପାତ କରୁଥିଲେ।
ଇଶ୍ରାୟେଲୀୟ ସୈନ୍ଯ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀଯ ସୈନ୍ଯଗଣ ଆଡକୁ ମାଡି ଗ୍ଭଲି ରେ। ସମାନେେ ଅରାମୀଯମାନଙ୍କ ବିପରୀତ ପାଶର୍ବ ରେ ଶିବିର ସ୍ଥାପନ କଲେ। ମାତ୍ର ଇଶ୍ରାୟେଲର ସୈନ୍ଯଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦଖାେ ଯାଉଥିଲା ବେଳେ ଅରାମୀଯମାନେ ସମଗ୍ର ଦେଶ ରେ ବ୍ଯାପି ୟାଇଥିଲେ।
ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
ଅରାମର ରାଜା ୟିହୋଯାଶ୍ଙ୍କ ସୈନ୍ଯବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଚାଶ ଅଶ୍ବାରୋହୀ, ଦଶଟି ରଥ ଓ 10,000 ପଦାତିକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହାୟୋଦାରଶ୍ଙ୍କ ସୈନ୍ଯମାନେ ଶସ୍ଯ ଅମଳ ସମୟରେ ଅଗାଡି ତୁଲ୍ଯ ପବନ ରେ ଗ୍ଭଲିଗଲେ।
ହେ ୟିରୁଶାଲମ, ତୁମ୍ଭମାନେେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମଲେି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହାଇେଥିଲା, ତୁମ୍ଭର ସେ ପଲ କାହିଁ ?