ଇଶ୍ରାୟେଲୀୟ ସୈନ୍ଯ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀଯ ସୈନ୍ଯଗଣ ଆଡକୁ ମାଡି ଗ୍ଭଲି ରେ। ସମାନେେ ଅରାମୀଯମାନଙ୍କ ବିପରୀତ ପାଶର୍ବ ରେ ଶିବିର ସ୍ଥାପନ କଲେ। ମାତ୍ର ଇଶ୍ରାୟେଲର ସୈନ୍ଯଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦଖାେ ଯାଉଥିଲା ବେଳେ ଅରାମୀଯମାନେ ସମଗ୍ର ଦେଶ ରେ ବ୍ଯାପି ୟାଇଥିଲେ।
Cross references
ଜଣେ ଲୋକ କ'ଣ ହଜାରେ ଲୋକଙ୍କକ୍ସ୍ଟ ଗୋଡ଼ାଇ ପାରିବ? ଦକ୍ସ୍ଟଇଜଣ ଲୋକ କ'ଣ ଦଶହଜାର ଲୋକଙ୍କକ୍ସ୍ଟ ଘଉଡାଇ ଦଇପୋରିବେ? ତାହା ଘଟିବ କବଳେ ଯଦି ସଦାପ୍ରଭୁ ସମାନଙ୍କେୁ ତାଙ୍କର ଶତୃମାନଙ୍କ ହସ୍ତ ରେ ସମର୍ପଣ କରନ୍ତି।
ଛାଉଣୀ ମଧ୍ଯ ଦଇେ ୟାଅ ଓ ଲୋକମାନଙ୍କୁ କକ୍ସ୍ଟହ, ତୁମ୍ଭମାନେେ ଆପଣାମାନଙ୍କ ପାଇଁ 'ୟଥେଷ୍ଟ ସାମଗ୍ରୀ ପ୍ରସ୍ତକ୍ସ୍ଟତ କର। ତିନିଦିନ ମଧିଅରେ ଆମ୍ଭକକ୍ସ୍ଟ ୟର୍ଦ୍ଦନ ନଦୀ ପାର ହାଇେ ୟିବାକକ୍ସ୍ଟ ହବେ। ଆମ୍ଭମାନେେ ୟିବକ୍ସ୍ଟ ଏବଂ ସହେି ଦେଶ ଅଧିକାର କରିବକ୍ସ୍ଟ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି।'
ସମାନେେ ପଙ୍ଗପାଳର ଦଳପରି ସମାନଙ୍କେର ତମ୍ବୁ ଓ ପଶକ୍ସ୍ଟଗକ୍ସ୍ଟଡିକ ସହିତ ଅଧିକ ସଂଖ୍ଯା ରେ ଆସିଲେ। ସମାନେେ ଓ ସମାନଙ୍କେର ଓଟଗକ୍ସ୍ଟଡିକ ଅଧିକ ଥିଲେ ଯେ ଏହା ଗଣନା କରିବା ଅସମ୍ଭବ।
ତେଣୁ ଗିଦ୍ଦିୟୋନ ସେ ସମସ୍ତ ଲୋକମାନଙ୍କୁ ଗୃହକକ୍ସ୍ଟ ପଠାଇ ଦେଲେ। ତାଙ୍କ ସହିତ ମାତ୍ର 300 ଲୋକ ରଖିଲେ। ସହେି 300 ଲୋକ ଅନ୍ୟମାନଙ୍କର ସାମଗ୍ରୀ ଓ ତୂରୀସବୁ ରଖିଲେ, ଯେଉଁମାନେ ଗୃହକକ୍ସ୍ଟ ଗ୍ଭଲିଗଲେ।
ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।
ସେ ସମୟରେ ଶାଉଲ ଗିବିଯାର ପ୍ରାନ୍ତଭାଗ ରେ ମିଗ୍ରୋଣସ୍ଥ ଡାଳିମ୍ବଗଛ ମୂଳ ରେ ଥିଲେ। ପ୍ରାଯତଃ 600 ଲୋକ ତାଙ୍କ ପାଖ ରେ ଥିଲେ।
ସେତବେେଳେ ରାଜା ଯିହାରୋମ୍ ଶମରିଯାରୁ ୟାଇ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ।
ଦୃଢ଼ ଓ ସାହସୀ ହୁଅ। ଅଶୂର ରାଜା ଅଥବା ତାଙ୍କ ସହିତ ଥିବା ବିଶାଳ ସୈନ୍ଯବାହିନୀ ବିଷଯ ରେ ଭୟ କର ନାହିଁ କିମ୍ବା ବ୍ଯସ୍ତ ହୁଅ ନହିଁ। ଅଶୂରର ରାଜାଙ୍କର ଶକ୍ତିଠାରୁ ଆମ୍ଭମାନଙ୍କ ସହିତ ଆହୁରି ମହାନ୍ ଶକ୍ତି ଅଛି।
ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।