Home Bibles ଯିରିମିୟ 13:20 · ଓଡ଼ିଆ ବାଇବେଲ
ଯିରିମିୟ 13:20 · ଓଡ଼ିଆ ବାଇବେଲ

ହେ ୟିରୁଶାଲମ, ତୁମ୍ଭମାନେେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମଲେି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହାଇେଥିଲା, ତୁମ୍ଭର ସେ ପଲ କାହିଁ ?

Cross references

ହିତୋପଦେଶ 14:28

ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

ଯିଶାଇୟ 56:9

ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭମାନେେ ଆସ ଓ ଭକ୍ଷଣ କର।

ଯିରିମିୟ 1:14

ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।

ଯିରିମିୟ 6:22

ଆଉ ମଧ୍ଯ ସଦାପ୍ରଭୁ ଏହିକଥା କହନ୍ତି, ଦେଖ ଉତ୍ତର ଦିଗରୁ ଏକ ସୈନ୍ଯବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତଜେିତ ହବେେ।

ଯିରିମିୟ 10:22

ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।

ଯିରିମିୟ 13:17

କିନ୍ତୁ ଯଦି ତୁମ୍ଭମାନେେ ମାେ କଥା ନ ଶୁଣ, ତୁମ୍ଭମାନେେ ଅହଙ୍କାରୀ ବୋଲି ମୁଁ ଚୁପ୍ଚାପ୍ କାନ୍ଦିବି। ମୁଁ ମଧ୍ଯ ଜାରେ ରେ କାନ୍ଦିବି ଏବଂ ମାରଚେକ୍ଷୁ ଅଶ୍ରୁ ରେ ପୂର୍ଣ୍ଣ ହବେ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହାଇେଛନ୍ତି।

ଯିରିମିୟ 23:2

ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧ ରେ ଏହି କଥା କହନ୍ତି, ତୁମ୍ଭମାନେେ ଆମ୍ଭର ମଷେପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦଇେଅଛ ଓ ସମାନଙ୍କେର ଯତ୍ନ ନଇେ ନାହଁ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ଦୁଷ୍କର୍ମର ଫଳ ତୁମ୍ଭମାନଙ୍କୁ ଅବଶ୍ଯ ଦବୋ। ଏହା ସଦାପ୍ରଭୁ କହନ୍ତି।

ଯିହିଜିକଲ 34:7

ତେଣୁ ହେ ମଷେପାଳକଗଣ, ତୁମ୍ଭମାନେେ ମାରେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସେ କହନ୍ତି,

ହବକକୂକ 1:6

ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ।

ଯିଖରିୟ 11:16

କାରଣ ଏହି ଦେଶ ରେ ଆମ୍ଭେ ଏକ ମଷେପାଳକ ଉତ୍ଥାପିତ କରୁଛୁ। ସେ ହଜିୟାଇଥିବା ମଷଗେୁଡିକ ନିମନ୍ତେ ଯତ୍ନ ନବେ ନାହିଁ। ବିପଥଗାମୀମାନଙ୍କୁ ସେ ଖାଜେିବ ନାହିଁ। ସେ କ୍ଷତିଗ୍ରସ୍ଥ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସମାନଙ୍କେୁ ସେ ଖୁଆଇବ ନାହିଁ। ସେ ସଗେୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ ମଷେମାନଙ୍କୁ ଭକ୍ଷଣ କରିବ।

ଯୋହନଲିଖିତ ସୁସମାଚାର 10:12

ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:26

ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।

Interlinear

Choose Theme