ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
Cross references
ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?
ଯିହାୟୋଦାରହସଙ୍କ ରାଜତ୍ବ କାଳର ସମସ୍ତ ସମୟ ଅରାମର ରାଜା ହସାଯଲେ ଇଶ୍ରାୟେଲର କ୍ଲେଶର କାରଣ ହେଲେ।
ତାଙ୍କର ମୃତ୍ଯୁ ପୁର୍ବରୁ ୟୋଯାଶଙ୍କର ପିତା ଯିହାୟୋଦାରହସ୍ଙ୍କଠାରୁ ନଗରଗୁଡିକୁ ହସାଯଲେ ଅଧିକାର କରି ନେଲେ। ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶ ହସାଯେଲ୍ର ପୁତ୍ର ବିନ୍ହଦଦ୍ଙ୍କଠାରୁ ସହେି ନଗର ଗୁଡିକ ପୁନର୍ବାର ନେଲେ। ଯୋୟାଶ୍ ବିନହଦଦ୍ଙ୍କୁ ତିନିଥର ପରାସ୍ତ କରି ଇଶ୍ରାୟେଲର ନଗରଗୁଡିକୁ ନଇେଥିଲେ।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ବାକ୍ଯ ଅନୁସାରେ ଅମିତ୍ତଯର ପୁତ୍ର ଗାଥ ହଫରେ ନିବାସୀ ଆପଣା ସବେକ ୟୂନସ ଭବିଷ୍ଯତବକ୍ତାଙ୍କ ହସ୍ତ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯାନୁସା ରେ ସେ ହମାତର ପ୍ରବେଶ ସ୍ଥାନଠାରୁ ଅରାବା ସାଗର ପର୍ୟ୍ଯନ୍ତ ଇଶ୍ରାୟେଲର ସୀମା ପୁନର୍ବାର ୟାରବିଯାମ ଖଳେ କଲେ।