ୟିହୁଦୀଧର୍ମ ପାଇଁ ମାରେଏତେ ଅଧିକ ଉଦ୍ ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ବାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମାଶାଙ୍କେ ନିୟମ ପାଳନ କରୁଥିଲି, କହେି ହେଲେ ମାଠାେ ରେ କୌଣସି ଦୋଷ ପାଇ ନ ଥିଲେ।
Cross references
ଯଦି ସହେି ସଞ୍ଚାମାଂସ ବଦଳି ଶ୍ବତବେର୍ଣ୍ଣ ହାଇୟୋଏ, ତବେେ ସେ ଯାଜକ ନିକଟକୁ ଆସିବ।
ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
ଯହେୂ କହିଲେ, ମାେ ସହିତ ଆସ, ସଦାପ୍ରଭୁଙ୍କ ପ୍ରତି ମାରେ କିପରି ଦୃଢ ଆସ୍ଥା ତାହା ଦେଖି ପାରିବ।
ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭମାନେେ ଧର୍ମ ଶାସ୍ତ୍ରୀ ଓ ଫାରୂଶୀ ମାନଙ୍କଠାରୁ ଆଗଇେ ଯାଅ। ତା ନ ହେଲେ ତୁମ୍ଭେ ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିପାପିବ ନାହିଁ।
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।
ସହେି ଲୋକ ଯୀଶୁଙ୍କୁ କହିଲା, ଗୁରୁ, ମୁଁ ମାେ ପିଲାଦିନୁ ଏହି ସବୁ କଥା ମାନି ଚଳୁଛି।
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
କିନ୍ତୁ ଶାଉଲ ଘ ରେ ଘ ରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାର ରେ ରଖିଲେ ଓ ମଣ୍ଡଳୀ ଧ୍ବଂସ କରିବା ପାଇଁ ଚେଷ୍ଟା କଲେ।
ଶାଉଲ ୟିରୂଶାଲମ ରେ ପ୍ରଭୁଙ୍କ ଅନୁସରଣକାରୀମାନଙ୍କ ବିରୁଦ୍ଧ ରେ ହତ୍ଯାର ଭୟ ଦଖାଇବୋ ପାଇଁ ଚେ଼ଷ୍ଟା କଲେ।
ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।
ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।