Home Bibles ବିଚାରକର୍ତାମାନଙ୍କ ବିବରଣ 6:30 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:30 · ଓଡ଼ିଆ ବାଇବେଲ

ତେଣୁ ସହରର ସମସ୍ତ ଲୋକ ୟୋଯାଶ ନିକଟକକ୍ସ୍ଟ ଗଲେ ଏବଂ ତାକକ୍ସ୍ଟ କହିଲେ। ତୋର ପକ୍ସ୍ଟଅକକ୍ସ୍ଟ ବାହାର କର, ସେ ବାଲ- ଦବେତାର ୟଜ୍ଞବଦେୀକକ୍ସ୍ଟ ଧ୍ବଂସ କରିଛି ଏବଂ ଆଶରେ ସ୍ତମ୍ଭକକ୍ସ୍ଟ କାଟି ପକାଇଛି ଯାହାକି ୟଜ୍ଞବଦେୀ ନିକଟରେ ଥିଲା। ସେଥିପାଇଁ ତୁମ୍ଭର ପକ୍ସ୍ଟଅ ନିଶ୍ଚିତ ମରିବ।

Cross references

ଯିରିମିୟ 26:11

ତା'ପ ରେ ଯାଜକମାନେ ଓ ଭବିଷ୍ଯଦବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ; କାରଣ ସେ ଏହି ନଗର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛି, ଏହା ତୁମ୍ଭମାନେେ ସ୍ବକର୍ଣ୍ଣ ରେ ଶୁଣିଅଛ।

ଯିରିମିୟ 50:38

ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।

ଯୋହନଲିଖିତ ସୁସମାଚାର 16:2

ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:9

ମୁଁ ଯେତବେେଳେ ଫାରୂଶୀ ଥିଲି, ସେତବେେଳେ ମୁଁ ମଧ୍ଯ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧ ରେ ଅନକେ କାର୍ୟ୍ଯ କରିବି ବୋଲି ଭାବୁଥିଲି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:6

ୟିହୁଦୀଧର୍ମ ପାଇଁ ମାରେଏତେ ଅଧିକ ଉଦ୍ ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ବାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମାଶାଙ୍କେ ନିୟମ ପାଳନ କରୁଥିଲି, କହେି ହେଲେ ମାଠାେ ରେ କୌଣସି ଦୋଷ ପାଇ ନ ଥିଲେ।

Interlinear

Choose Theme