Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 22:3 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 22:3 · ଓଡ଼ିଆ ବାଇବେଲ

ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।

Cross references

ଦିତୀୟ ବିବରଣ 33:3

ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।

ଦିତୀୟ ଶାମୁୟେଲ 21:2

ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।

ଦିତୀୟ ରାଜାବଳୀ 4:38

ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।

ଲୂକଲିଖିତ ସୁସମାଚାର 2:46

ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।

ଲୂକଲିଖିତ ସୁସମାଚାର 8:35

ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।

ଲୂକଲିଖିତ ସୁସମାଚାର 10:39

ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:34

କିନ୍ତୁ ସହେି ସଭା ରେ ଆଇନ ଶିକ୍ଷକ ଗମଲୀଯଲେ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହାଇେ ପ୍ ରରେିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ୟିବାପାଇଁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:9

କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:11

ପ୍ରଭୁ ତାହାଙ୍କୁ କହିଲେ, ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ୟିହୂଦାଙ୍କ ଘ ରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ଯକ୍ତିର ସନ୍ଧାନ ନିଅ। ଯେ ହତେୁ ସେ ପ୍ରାର୍ଥନା କରୁଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:30

ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:25

ବର୍ଣ୍ଣବ୍ବା ଶାଉଲଙ୍କୁ ଖାଜେିବା ପାଇଁ ତାର୍ଷ ନଗରକୁ ଯାତ୍ରା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:23

ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 15:41

ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:20

ସମାନେେ ଏହା ଶୁଣି ପରମେଶ୍ବରଙ୍କର ପ୍ରଶଂସା କଲେ। ସମାନେେ ପାଉଲଙ୍କୁ କହିଲେ, ଭାଇ, ତୁମ୍ଭେ ଦେଖିଛ ଯେ, ହଜାର ହଜାର ଯିହୂଦୀମାନେ ବିଶ୍ବାସୀ ହାଇେ ଅଛନ୍ତି। କିନ୍ତୁ ସମାନେେ ମନେ କରନ୍ତି ଯେ, ବ୍ଯବସ୍ଥା ପାଳନ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:39

ପାଉଲ କହିଲେ, ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଚ଼ାହୁଁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:6

ସଭା ରେ ସମାନଙ୍କେ ଭିତରୁ କେତକେ ଲୋକ ସାଦ୍ଦୁକୀ ଓ ଅନ୍ୟ କେତକେ ଫାରୁଶୀ ମଧ୍ଯ ଥିଲେ। ଏହା ପାଉଲ ଜାଣିପାରିଲେ। ତେଣୁ ସେ ଖୁବ୍ ଜୋର୍ ରେ କହିଲେ, ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମାେ ପିତା ମଧ୍ଯ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ଯୁରୁ ପୁନରୁତ୍ଥାନ ରେ ବିଶ୍ବାସ କରେ। ଏହି ବିଶ୍ବାସ ପାଇଁ ମୁଁ ଆଜି ଏଠା ରେ ଏହି ବିଚ଼ାରର ସମ୍ମୁଖୀନ ହେଉଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:34

ରାଜ୍ଯପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଚ଼ାରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:5

ସମାନେେ ମାେତେ ବହୁତ ଦିନରୁ ଜାଣନ୍ତି। ସମାନେେ ଯଦି ଚ଼ାହାଁନ୍ତି ତବେେ ସାକ୍ଷ୍ଯ ଦଇେ ପାରନ୍ତି ଯେ, ମୁଁ ଜଣେ ଉତ୍ତମ ଫାରୁଶୀ ଥିଲି। ଯିହୂଦୀୟ ଧର୍ମ ବ୍ଯବସ୍ଥାକୁ ଫାରୁଶୀମାନେ ଅନ୍ୟ କୌଣସି ଯିହୂଦୀୟ ଦଳର ଲୋକଙ୍କ ଅପେକ୍ଷା ଅଧିକ ଦୃଢ଼ ଭାବରେ ମାନନ୍ତି।

ରୋମୀୟଙ୍କ ପ୍ରତି ପତ୍ର 10:2

ମୁଁ ବିଶ୍ବାସ ପୂର୍ବକ ସମାନଙ୍କେ ବିଷୟ ରେ କହିପା ରେ, ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 11:1

ତା' ହେଲେ ମୁଁ ପ୍ରଶ୍ନ କରୁଛି: କଣ ପରମେଶ୍ବର ନିଜ ଲୋକମାନଙ୍କୁ ପରିତ୍ଯାଗ କରନ୍ତି କି? ନା! ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ଅବ୍ରାହାମଙ୍କ ପରିବାରର ଅଟେ। ବିନ୍ଯାମୀନଙ୍କ ଗୋଷ୍ଠୀ ରେ ଜାତ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:22

ସମାନେେ କବଳେ କ'ଣ ଏବ୍ରୀ ? ମୁଁ ମଧ୍ଯ।

ଗାଲାତୀୟଙ୍କ ପ୍ରତି ପତ୍ର 1:14

ମୁଁ ଯିହୂଦୀଧର୍ମର ଜଣେ ନେତା ହାଇେ ଉଠୁଥିଲି। ମୁଁ ମାେ ବୟସର ତୁଳନା ରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମଗୁଡ଼ିକ ପରଂପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।

ଗାଲାତୀୟଙ୍କ ପ୍ରତି ପତ୍ର 1:21

ତା'ପରେ ମୁଁ ସୁରିଆ ଓ କିଲିକିଯା ଅଞ୍ଚଳଗୁଡ଼ିକୁ ଗଲି।

ଗାଲାତୀୟଙ୍କ ପ୍ରତି ପତ୍ର 4:17

ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:5

ମାରେ ଜନ୍ମ ହବୋର ଆଠ ଦିନପରେ, ମାରେସୁନ୍ନତ କରାଯାଇଥିଲା। ମୁଁ ଜଣେ ଇଶ୍ରାୟେଲୀୟ ଲୋକ। ମୁଁ ବିନ୍ଯାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମାେ ପାଇଁ ମାଶାଙ୍କେ ବ୍ଯବସ୍ଥା ଆଜି ଗୁରୁତ୍ବପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ।

Interlinear

Choose Theme