Home Bibles ମାର୍କଲିଖିତ ସୁସମାଚାର 14:5 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:5 · ଓଡ଼ିଆ ବାଇବେଲ

ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ଯ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥାଆନ୍ତା ଏବଂ ତହିଁର ଅର୍ଥ ଗରୀବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥାଆନ୍ତା। ତେଣୁ ସମାନେେ ସ୍ତ୍ରୀଲୋକଟିକୁ ଦୃଢ ଭାବରେ ସମାଲୋଚନା କରିବାକୁ ଲାଗିଲେ।

Cross references

ଯାତ୍ରା ପୁସ୍ତକ 16:7

ଆସନ୍ତାକାଲି ପ୍ରଭାତ ରେ ତୁମ୍ଭମାନେେ ପରମେଶ୍ବରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ କଲ। କିନ୍ତୁ ଆମ୍ଭମାନେେ କିଏ? ପ୍ରକୃତ ରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧ ରେ ଆପତ୍ତି କରୁନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆପତ୍ତି କରୁଅଛ।

ଦିତୀୟ ବିବରଣ 1:27

ତୁମ୍ଭମାନେେ ଆପଣାର ତୁମ୍ଭମାନଙ୍କର ତକ୍ସ୍ଟମ୍ବୁକକ୍ସ୍ଟ ୟାଇ ଅଭିଯୋଗ କରି କହିଲ, 'ସଦାପ୍ରଭୁ ଆମ୍ଭକକ୍ସ୍ଟ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇ ମାରେୀଯମାନଙ୍କ ହସ୍ତ ରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକକ୍ସ୍ଟ ଆଣିଛନ୍ତି।

ଗୀତସଂହିତା 106:25

ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।

ମାଥିଉଲିଖିତ ସୁସମାଚାର 18:28

ଚ଼ାକର ବାହାରୁଥିବା ସମୟରେ ରାସ୍ତା ରେ ସେ ତା'ର ଜଣେ ସଙ୍ଗୀ ଚ଼ାକରକୁ ଦେଖିଲା। ସେ ଜଣକ ତାଠାରୁ ଶ ହେ ମୁଦ୍ରା ଋଣ କରିଥିଲା। ପ୍ରଥମେ ଚ଼ାକର ଦ୍ବିତୀୟ ଚ଼ାକରର ତଣ୍ଟି ଚ଼ିପି ଧରି କହିଲା, 'ମାେ ଠାରୁ ଯେଉଁ ଋଣ ନଇେଛୁ, ତାହାକୁ ଶୁଝି ଦେ।'

ମାଥିଉଲିଖିତ ସୁସମାଚାର 20:11

ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।

ମାଥିଉଲିଖିତ ସୁସମାଚାର 26:9

ଏ ଅତରତକ ଅନକେ ଟଙ୍କା ରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରୀବମାନଙ୍କ ମଧିଅରେ ବଣ୍ଟା ଯାଇ ପାରିଥାନ୍ତା।

ଲୂକଲିଖିତ ସୁସମାଚାର 15:2

ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, ଏହି ବ୍ଯକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ବାଗତ କରୁଛନ୍ତି ଓ ଏପରିକି ସମାନଙ୍କେ ସହିତ ଖାଉଛନ୍ତି।

ଯୋହନଲିଖିତ ସୁସମାଚାର 6:7

ଫିଲିପ୍ପ ଉତ୍ତର ଦେଲେ, ଏଠା ରେ ଥିବା ପ୍ରେତ୍ୟକକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦବୋ ପାଇଁ ଆମ୍ଭ ସମସ୍ତଙ୍କୁ ମା ସେ ପର୍ୟ୍ଯନ୍ତ କାମ କରି ଉପାର୍ଜନ କରିବାକୁ ପଡିବ।

ଯୋହନଲିଖିତ ସୁସମାଚାର 6:43

କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ ଅଭିଯୋଗ କରିବା ବନ୍ଦ କର।

ଯୋହନଲିଖିତ ସୁସମାଚାର 12:5

ସହେି ଅତରର ମୂଲ୍ଯ ତିନିଶହ ରୂପା ଟଙ୍କା। ଏହାକୁ ବୀକ୍ରି କରି ସହେି ଟଙ୍କା ଗରିବ ଲୋକମାନଙ୍କୁ ଦବୋ ଉଚିତ୍ ଥିଲା,

ଯୋହନଲିଖିତ ସୁସମାଚାର 13:29

ୟିହୂଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ତେଣୁ କେତକେ ଶିଷ୍ଯ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସମାନେେ ଏକଥା ମଧ୍ଯ ଭାବିଲେ, ଯୀଶୁ ବୋଧେ ୟିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦବୋ ପାଇଁ କହିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:10

ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।

ଏଫିସୀୟଙ୍କ ପ୍ରତି ପତ୍ର 4:28

ଚୋର ଚୋରୀ କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମ ରେ ଲଗାଉ। ତା ହେଲେ ସେ ଗରୀବ ଲୋକମାନଙ୍କୁ କିଛି ସାହାୟ୍ଯ କରିପାରିବ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:14

ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।

ଯିହୂଦାଙ୍କ ପତ୍ର 1:16

ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।

Interlinear

Choose Theme