Home Bibles ମାର୍କଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୁମକୁ ଆସିଲେ। ସମାନେେ ଗୋଟିଏ ଘର ଭିତରକୁ ଗଲେ। ତାପରେ ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ଆଜି ରାସ୍ତା ରେ ଆସିବା ବେଳେ କେଉଁ ବିଷୟ ରେ ତୁମ୍ଭମାନେେ ୟୁକ୍ତିତର୍କ କରୁଥିଲ?

Cross references

ଗୀତସଂହିତା 139:1

ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।

ମାଥିଉଲିଖିତ ସୁସମାଚାର 17:24

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। କଫର୍ନାହୂମ ରେ କେତକେ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କର ଆଦାୟ କରନ୍ତି, ସମାନେେ ସହେି ଲୋକ ଥିଲେ। ସମାନେେ ପଚାରିଲେ, ତୁମ୍ଭର ଗୁରୁ ମନ୍ଦିରର 'ଦୁଇ-ଡ୍ରକ୍ମା' କର ଦିଅନ୍ତି କି?

ମାଥିଉଲିଖିତ ସୁସମାଚାର 18:1

ସହେି ସମୟରେ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ କିଏ?

ମାର୍କଲିଖିତ ସୁସମାଚାର 2:8

ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟ ରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନ ରେ ଏସବୁ କଥା କାହିଁକି ଭାବୁଛ।

ଲୂକଲିଖିତ ସୁସମାଚାର 9:46

ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?

ଯୋହନଲିଖିତ ସୁସମାଚାର 2:25

ମନୁଷ୍ଯର ମନ ଭିତ ରେ କ'ଣ ଅଛି, ତାହା ସେ ଭଲ ଭାବରେ ଜାଣିଥିଲେ। ତେଣୁ ତାହାଙ୍କୁ ଲୋକମାନଙ୍କ ବିଷୟ ରେ ବୁଝଇବୋ କାହାରି ଦରକାର ନଥିଲା।

ଯୋହନଲିଖିତ ସୁସମାଚାର 21:17

ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?

ଏବ୍ରୀ 4:13

ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

Interlinear

Choose Theme