Home Bibles ଗଣନା ପୁସ୍ତକ 9:6 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 9:6 · ଓଡ଼ିଆ ବାଇବେଲ

ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।

Cross references

ଯାତ୍ରା ପୁସ୍ତକ 18:15

ଏହାପରେ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ, ସମାନେେ ପରମେଶ୍ବରଙ୍କର ବିଚାର ବୁଝିବା ପାଇଁ ମାେ ନିକଟକୁ ଆସନ୍ତି।

ଯାତ୍ରା ପୁସ୍ତକ 18:19

ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।

ଯାତ୍ରା ପୁସ୍ତକ 18:26

ତହୁଁ ସମାନେେ ସବୁ ସମୟରେ ଲୋକମାନଙ୍କର ବିଚାର କଲେ ଓ କଠିନ ବିଚାରସବୁ ମାଶାଙ୍କେ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର କଥାସବୁ ନିଜେ ନିଜେ ବିଚାର କଲେ।

ଲେବୀୟ ପୁସ୍ତକ 21:11

ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।

ଲେବୀୟ ପୁସ୍ତକ 24:11

ସହେି ଇଶ୍ରାୟେଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦାକରି ଅଭିଶାପ ଦଲୋ। ତେଣୁ ଲୋକମାନେ ତାହାକୁ ମାଶାଙ୍କେ ନିକଟକୁ ଆଣିଲେ। ସହେି ଇଶ୍ରାୟେଲୀୟ ସ୍ତ୍ରୀ ନାମ ଶଲମେୀତ୍ ଓ ସେ ଦାନ ବଂଶୀଯ ଦିବ୍ରୀର କନ୍ଯା ଥିଲା।

ଗଣନା ପୁସ୍ତକ 5:2

ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।

ଗଣନା ପୁସ୍ତକ 6:6

ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।

ଗଣନା ପୁସ୍ତକ 15:33

ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସମାନେେ ମାଶାେ ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା'ର ଚାରିପଟେ ଏକତ୍ରିତ ହେଲେ।

ଗଣନା ପୁସ୍ତକ 19:11

ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

ଗଣନା ପୁସ୍ତକ 19:14

କୌଣସି ମନୁଷ୍ଯ ତୁମ୍ବୁ ଭିତ ରେ ମଲେ ତହିଁର ବ୍ଯବସ୍ଥା ଏହି। ଯେ କହେି ସହେି ତମ୍ବୁ ରେ ଥାଏ ଓ ଯେ କହେି ସହେି ତମ୍ବୁକୁ ଆ ସେ ସେ ସାତଦିନ ପାଇଁ ଅଶୁଚି ହାଇେ ରହିବ।

ଗଣନା ପୁସ୍ତକ 19:16

ପୁଣି କହେି ଯଦି ଖାେଲା କ୍ଷେତ୍ର ରେ ୟୁଦ୍ଧ ରେ ନିହତ ମୃତ ଦହେ ମନୁଷ୍ଯ ଅସ୍ଥି କିମ୍ବା କବର ଛୁଏଁ, ତବେେ ସେ ସାତଦିନ ୟାଏ ଅଶୁଚି ରହିବ।

ଗଣନା ପୁସ୍ତକ 19:18

ତା'ପରେ ଜଣେ ଶୁଚିମନ୍ତ ବ୍ଯକ୍ତି ଏକ ଏସୋବ୍ ଶାଖା ନଇେ ସହେି ଜଳ ରେ ବୁଡାଇବା ଉଚିତ୍। ସେ ସହେି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସଠାେରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।

ଗଣନା ପୁସ୍ତକ 27:2

ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,

ଗଣନା ପୁସ୍ତକ 27:5

ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।

ଯୋହନଲିଖିତ ସୁସମାଚାର 18:28

ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।

Interlinear

Choose Theme