Home Bibles ଗଣନା ପୁସ୍ତକ 9:7 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 9:7 · ଓଡ଼ିଆ ବାଇବେଲ

ଏହି ଲୋକମାନେ ମାଶାଙ୍କେୁ କହିଲେ, ଶବ ସ୍ପର୍ଶ କରି ଆମ୍ଭମାନେେ ଅଶୁଚି ହାଇେଅଛୁ। ତେଣୁ ସମସ୍ତ ଇଶ୍ରାୟେଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନୟିବ?

Cross references

ଯାତ୍ରା ପୁସ୍ତକ 12:27

ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।'

ଗଣନା ପୁସ୍ତକ 9:2

ଇଶ୍ରାୟେଲ ଲୋକମାନଙ୍କୁ କୁହ, ସମାନେେ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ।

ଦିତୀୟ ବିବରଣ 16:2

ତୁମ୍ଭେ ନିସ୍ତାର ପର୍ବୀଯ ନବୈେଦ୍ଯ ପାଇଁ ଗୋମଷୋଦି ପଲରକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଦବେ, ଯେଉଁଠା ରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।

ଦିତୀୟ ବଂଶାବଳୀ 30:17

ଦଳ ରେ ଅନକେ ଲୋକ ଥିଲେ, ଯେଉଁମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସମାନଙ୍କେୁ ନିସ୍ତାରପର୍ବର ମଷେଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହାଇେ ନ ଥିବା ପ୍ରେତ୍ୟକକ ବ୍ଯକ୍ତିର ନିମନ୍ତେ ଲବେୀୟମାନେ ନିସ୍ତାରପର୍ବର ମଷେଶାବକଗୁଡ଼ିକୁ ହତ୍ଯା କରିବାର ଦାଯିତ୍ବ ନେଲେ। ଲବେୀୟମାନେ ପ୍ରେତ୍ୟକକ ମଷେଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।

ଦିତୀୟ ବଂଶାବଳୀ 30:18

ଇଫ୍ରଯିମ, ମନଃଶି, ଇଷାଖର ଓ ସବୂଲୂନ୍ର ଅନକେ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସମାନେେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମାଶାଙ୍କେ ବ୍ଯବସ୍ଥା ନିଯମ ରେ କୁହାୟାଇଥିଲା, ସହେିପରି ପାଳନ କଲେ ନାହିଁ। କିନ୍ତୁ ହିଜକିଯ ସହେି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିଯ ଏହି ପ୍ରକା ରେ ପ୍ରାର୍ଥନା କଲେ, ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମଙ୍ଗଳକାରୀ ଅଟ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:7

ତୁମ୍ଭମାନେେ ସଂମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହବୋଲାଗି ତୁମ୍ଭମାନଙ୍କ ଭିତ ରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭମାନେେ ସହେି ଖମୀର ଶୂନ୍ଯ ନିସ୍ତାର ପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହାଇେ ଯାଇଛନ୍ତି।

Interlinear

Choose Theme