ଯେଉଁଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସହେିଦିନ ମେଘ ନିଯମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ଯା ସମୟରୁ ପ୍ରଭାତ ପର୍ୟ୍ଯନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ଯ ଦଖାଗେଲା।
Cross references
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।
ଏହାପରେ ସଦାପ୍ରଭୁଙ୍କର ଦୂତ ୟିଏକି ଇଶ୍ରାୟେଲୀୟ ସୈନ୍ଯମାନଙ୍କ ଆଗ ରେ ଥିଲେ, ସମାନଙ୍କେ ପଛକୁ ଗଲେ। ତେଣୁ ଘନମେଘ ସହେି ଲୋକମାନଙ୍କ ସମ୍ମୁଖ ରେ ଗତିକରି ପଛ ପଟକୁ ଗଲା।
ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।
ମାଶାେ ତମ୍ବୁ ରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ବାର ରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା କଲେ।
ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।
ଦ୍ବିତୀୟ ବର୍ଷର ମାସର ପ୍ରଥମ ଦିନ ରେ ପବିତ୍ର ତମ୍ବୁ ସ୍ଥାପିତ ହାଇେଥିଲା।
ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।
ତହିଁରେ ମାଶାେ ସମାଗମ ତମ୍ବୁ ରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସହେି ପବିତ୍ର ସମାଗମ ତମ୍ବୁ।
ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।
ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସମାନଙ୍କେୁ ବାଟ କଢାଇଲେ, ଯେତବେେଳେ ସମାନେେ ସମାନଙ୍କେର ଛାଉଣୀରୁ ୟାତ୍ରାରମ୍ଭ କଲେ।
ପୁଣି ସମାନେେ ଏ ଦେଶ ନିବାସିମାନଙ୍କୁ ତାହା କହିବେ, ସମାନେେ ଶୁଣିଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧିଅରେ ଅଛନ୍ତି, କାରଣ ତୁମ୍ଭେ ସମାନଙ୍କେୁ ପ୍ରତ୍ଯକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସମାନଙ୍କେ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭ ରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭ ରେ ସମାନଙ୍କେ ଆଗେ ଆଗେ ଗମନ କରୁଅଛ।
ତହୁଁ ମାଶାେ ସଦାପ୍ରଭୁଙ୍କ ସମ୍ମୁଖର ନିଯମ ତମ୍ବୁ ରେ ସମସ୍ତ ସହୟୋଗୀମାନଙ୍କୁ ରଖିଲେ।
ତୁମ୍ଭେ ଦିବସ ରେ ମେଘ ସ୍ତମ୍ଭ ଦ୍ବାରା, ରାତ୍ର ରେ ସମାନଙ୍କେ ୟିବା ବାଟକୁ ଦୀପ୍ତି ଦବୋ ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ବାରା ଗମନ କରାଇଲ।
ସେତବେେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସମାନଙ୍କେୁ ପ୍ରାନ୍ତର ରେ ପରିତ୍ଯାଗ କଲ ନାହିଁ। ପଥ ପଢାଇବା ନିମନ୍ତେ ଦିବସ ରେ ମେଘସ୍ତମ୍ଭ ଓ ରାତ୍ରି ରେ ଅଗ୍ନି ମଶାଲକୁ ସମାନଙ୍କେଠାରୁ ଛଡାଇ ନଇେ ନାହିଁ।
ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ବର ମେଘଦ୍ବାରା ଓ ଅଗ୍ନିତଜେ ଦ୍ବାରା ସମାନଙ୍କେୁ ପଥ କଢ଼ାଇଲେ।
ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।
ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।
ସେ ପୁରୁଷ ଗଲା ବେଳେ କରୂବଦୂତମାନେ ଗୃହର ଦକ୍ଷିଣପାଶର୍ବ ରେ ଠିଆ ହାଇେଥିଲେ ଏବଂ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି ( ଯେଉଁମାନେ ମାଶାଙ୍କେୁ ଅନୁସରଣ କରିଥିଲେ) କ'ଣ ହେଲା ତାହା ତୁମ୍ଭମାନେେ ଜାଣି ରଖ। ପରମେଶ୍ବର ସମାନଙ୍କେୁ ମେଘ ସ୍ତମ୍ଭ ଦ୍ବାରା ସୁଫ ସାଗରକୁ ପାର କରାଇଥିଲେ।