ଏହାପରେ ସଦାପ୍ରଭୁଙ୍କର ଦୂତ ୟିଏକି ଇଶ୍ରାୟେଲୀୟ ସୈନ୍ଯମାନଙ୍କ ଆଗ ରେ ଥିଲେ, ସମାନଙ୍କେ ପଛକୁ ଗଲେ। ତେଣୁ ଘନମେଘ ସହେି ଲୋକମାନଙ୍କ ସମ୍ମୁଖ ରେ ଗତିକରି ପଛ ପଟକୁ ଗଲା।
Cross references
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।
ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।
ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ ନିକଟକୁ ସ୍ବର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନଇୟିବେ। ସହେି ସ୍ବର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦବେ।
ବର୍ତ୍ତମାନ ମୁଁ ଯେଉଁ ଦେଶ ବିଷଯ ରେ ତୁମ୍ଭକୁ କହୁଅଛି ସହେି ଦେଶକୁ ଲୋକମାନଙ୍କୁ ନଇୟୋଅ। ଦେଖ, ମାରେସ୍ବର୍ଗଦୂତ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବ କିନ୍ତୁ ପାପୀମାନେ ଉଚିତ୍ ସମୟରେ ଦଣ୍ଡିତ ହବେେ।
ସେତବେେଳେ ଆମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସାହାୟ୍ଯ ପାଇଁ ବିଳାଶ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗର ରେ ଅଛୁ।
ତୁମ୍ଭମାନେେ ତରତର ହାଇେ ୟାଅ ନାହିଁ କିମ୍ବା ତୁମ୍ଭମାନେେ ପଳାତକପରି ପଳାଯନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କର ଅନୁସରଣ କରିବେ।
ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।
ତା'ପ ରେ ଭଗ୍ନକାରୀଦଳ ଲୋକମାନଙ୍କର ନତେୃତ୍ବ ନବେେ। ସମାନେେ ପ୍ରବେଶପଥକୁ ଭାଙ୍ଗି ସହେି ନଗରୀକୁ ପରିତ୍ଯାଗ କରିଛନ୍ତି। ସମାନଙ୍କେର ରାଜା ସମାନଙ୍କେର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖ ରେ ସଦାପ୍ରଭୁ ମଧ୍ଯ ଥିବେ।