Home Bibles ଗଣନା ପୁସ୍ତକ 9:14 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 9:14 · ଓଡ଼ିଆ ବାଇବେଲ

ଆଉ ଯବେେ ତୁମ୍ଭମାନଙ୍କେ ମଧିଅରେ ପ୍ରବାସକାରୀ କୌଣସି ବିଦେଶୀଯ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତବେେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ବଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହବେ।

Cross references

ଯାତ୍ରା ପୁସ୍ତକ 12:48

ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।

ଯାତ୍ରା ପୁସ୍ତକ 12:49

ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।

ଲେବୀୟ ପୁସ୍ତକ 19:10

ପୁଣି ତୁମ୍ଭର ଦ୍ରାକ୍ଷାକ୍ଷେତ୍ରରୁ ସଂପୂର୍ଣ୍ଣ ଦ୍ରାକ୍ଷା ଖୁଣ୍ଟି ତୋଳିବ ନାହିଁ କିମ୍ବା କ୍ଷେତ୍ର ରେ ପଡିଥିବା ଫଳ ସାଉଣ୍ଟିବ ନାହିଁ। ସଗେୁଡିକୁ ଦରିଦ୍ର ଓ ବିଦେଶୀମାନଙ୍କ ପାଇଁ ଛାଡିଦବେ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 22:25

ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ବରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସଗେୁଡିକ ଆଘାତପ୍ରାପ୍ତ ହାଇେଥାଇ ପାରନ୍ତି କିମ୍ବା ସମାନଙ୍କେଠା ରେ ଖୁଣ ଥାଇପା ରେ। ତେଣୁ ସଗେୁଡିକ ଗ୍ରାହ୍ଯ ହବେ ନାହିଁ।

ଲେବୀୟ ପୁସ୍ତକ 24:22

ବିଦେଶୀ ହେଉ କି ସ୍ବଦେଶୀ ହେଉ, ସମାନଙ୍କେ ନିମନ୍ତେ ତୁମ୍ଭମାନଙ୍କର ସମାନ ବ୍ଯବସ୍ଥା ହବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 25:15

ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

ଦିତୀୟ ବିବରଣ 29:11

ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ଯ ଏହିଠା ରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦଇେଛନ୍ତି ଏବଂ ପାଣି ଯୋଗଇଛନ୍ତି।

ଦିତୀୟ ବିବରଣ 31:12

ସମସ୍ତ ଲୋକମାନଙ୍କୁ ଏକତ୍ର କର, ପୁରୁଷ ଲୋକ, ସ୍ତ୍ରୀଲୋକ, େଛାଟପିଲା ଏବଂ ବିଦେଶୀଯମାନେ ଯେଉଁମାନେ ତକ୍ସ୍ଟମ୍ଭ ନଗର ରେ ବାସ କରୁଛନ୍ତି। ସମାନେେ ମଧ୍ଯ ଏହି ବ୍ଯବସ୍ଥା ଶକ୍ସ୍ଟଣିବେ। ସମାନେେ ମଧ୍ଯ ତୁମ୍ଭର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ତି ଓ ସମ୍ମାନ କରିବେ। ଏହାପରେ ସମାନେେ ବ୍ଯବସ୍ଥା ଅନକ୍ସ୍ଟସା ରେ କର୍ମ କରିପାରିବେ।

ଏଜ୍ରା 6:21

ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।

ଯିଶାଇୟ 56:3

ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

ଏଫିସୀୟଙ୍କ ପ୍ରତି ପତ୍ର 2:19

ଅତଏବ ତୁମ୍ଭମାନେେ ଏବେ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ବରଙ୍କ ନିଜ ପରିବାରର ଲୋକ ଅଟ।

Interlinear

Choose Theme