Home Bibles ଯାତ୍ରା ପୁସ୍ତକ 40:38 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 40:38 · ଓଡ଼ିଆ ବାଇବେଲ

ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।

Cross references

ଯାତ୍ରା ପୁସ୍ତକ 13:21

ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

ଯାତ୍ରା ପୁସ୍ତକ 13:22

ଦିନ ସମୟରେ ସମାନଙ୍କେୁ ଘନ ବାଦଲ ଏ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସମାନଙ୍କେ ସହିତ ସର୍ବଦା ରଖିଲେ।

ଗଣନା ପୁସ୍ତକ 9:15

ଯେଉଁଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସହେିଦିନ ମେଘ ନିଯମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ଯା ସମୟରୁ ପ୍ରଭାତ ପର୍ୟ୍ଯନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ଯ ଦଖାଗେଲା।

ଗଣନା ପୁସ୍ତକ 9:16

ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତି ରେ ଏହା ଅଗ୍ନିତୁଲ୍ଯ ଦଖାଗେଲା।

ଗଣନା ପୁସ୍ତକ 10:34

ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସମାନଙ୍କେୁ ବାଟ କଢାଇଲେ, ଯେତବେେଳେ ସମାନେେ ସମାନଙ୍କେର ଛାଉଣୀରୁ ୟାତ୍ରାରମ୍ଭ କଲେ।

ଦିତୀୟ ଶାମୁୟେଲ 7:6

ମୁ ଇଶ୍ରାୟେଲୀୟ ସନ୍ତାନଗଣକକ୍ସ୍ଟ ମିଶରରକ୍ସ୍ଟ ବାହାର କରିଆଣିବାଠାରକ୍ସ୍ଟ ଆଜି ପର୍ୟ୍ଯନ୍ତ କୌଣସି ଗୃହ ରେ ବାସ କରି ନାହିଁ। ମାତ୍ର ମୁ ଏକ ତମ୍ବୁ ମଧିଅରେ ୟାତାଯତ କଲି।

ଗୀତସଂହିତା 78:14

ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ବର ମେଘଦ୍ବାରା ଓ ଅଗ୍ନିତଜେ ଦ୍ବାରା ସମାନଙ୍କେୁ ପଥ କଢ଼ାଇଲେ।

ଗୀତସଂହିତା 105:39

ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।

ଯିଶାଇୟ 4:5

ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।

Interlinear

Choose Theme