Home Bibles ☰ Books ଗଣନା ପୁସ୍ତକ 4:48 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:48 · ଓଡ଼ିଆ ବାଇବେଲ

ସମାନଙ୍କେ ସଂଖ୍ଯା 8,580 ହେଲା।

Cross references

ଗଣନା ପୁସ୍ତକ 3:39

ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ରେ ଲବେୀୟମାନଙ୍କୁ ଗଣନା କଲେ। ଲବେୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବଯସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ଯା 2,200 ହେଲେ।

ମାଥିଉଲିଖିତ ସୁସମାଚାର 7:14

ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।

ମାଥିଉଲିଖିତ ସୁସମାଚାର 20:16

ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।

ମାଥିଉଲିଖିତ ସୁସମାଚାର 22:15

ଯୀଶୁ ଯେଉଁ ସ୍ଥାନ ରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଚ଼ାଲିଗଲେ। ସମାନେେ ଯୀଶୁଙ୍କ କଥା ଦ୍ବାରା ତାହାଙ୍କୁ କିପରି ଫାନ୍ଦ ରେ ପକାଇବେ, ସେ ବିଷୟ ରେ ଯୋଜନା କଲେ।

Interlinear

Choose Theme