Home Bibles ☰ Books ଗଣନା ପୁସ୍ତକ 4:13 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:13 · ଓଡ଼ିଆ ବାଇବେଲ

ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।

Cross references

ଯାତ୍ରା ପୁସ୍ତକ 27:1

ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 39:1

କୁଶଳୀ କର୍ମୀମାନେ ନୀଳ, ଧୂମ୍ର ସିନ୍ଦୁର ବର୍ଣ ସୂତାଦ୍ବାରା ସମାନେେ ସ୍ବତନ୍ତ୍ର ଧରଣର ପୋଷାକ ତିଆରି କଲେ। ସହେି ବିଶଷେ ପୋଷାକ ଯାଜକମାନେ ଯେତବେେଳେ ସଦାପ୍ରଭୁଙ୍କର କର୍ମ କରିବେ, ସମାନେେ ସହେି ସମୟରେ ପିନ୍ଧିବେ। ସଦାପ୍ରଭୁ ମାଶାଙ୍କେ ଦ୍ବାରା ଦଇେଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସହେି ପବିତ୍ର ବସ୍ତ୍ର ତିଆରି କଲେ।

ଯାତ୍ରା ପୁସ୍ତକ 39:41

ଯାଜକ ରୂପେ ସବୋ କଲା ବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଚୋଗା ପରିଧାନ କରିଥିଲେ ତାହା ସମାନେେ ଦଖାଇେଲେ।

ଲେବୀୟ ପୁସ୍ତକ 6:12

ମାତ୍ର ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ଜଳିତ ରହିବ। ତାହା କବେେ ନିର୍ବାପିତ ହବୋ ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତ ରେ ତା'ଉପରେ କାଠ ସଜାଇ ରଖିବ ଓ ସମାଗମ ନବୈେଦ୍ଯର ମଦେ ତା'ଉପରେ ଦଗ୍ଧ କରିବ।

ଗଣନା ପୁସ୍ତକ 4:6

ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।

ଗଣନା ପୁସ୍ତକ 4:11

ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।

Interlinear

Choose Theme