ଗଣନା ପୁସ୍ତକ 4:11 · ଓଡ଼ିଆ ବାଇବେଲ
ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।
Cross references
ଯାତ୍ରା ପୁସ୍ତକ 30:1
ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।
ଯାତ୍ରା ପୁସ୍ତକ 37:25
ସେ ଏକ ଧୂପ ଜଳାଇବା ପାଇଁ ଗୋଟିଏ ବଦେୀ ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ଯବହାର କଲେ। ଏହି ବଦେୀଟି ଏକ ବର୍ଗାକାର, ଯାହାର ର୍ଦୈଘ୍ଯ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇହାତ। ଶିଙ୍ଗଗୁଡିକ ତିଆରି ହାଇେଥିଲା ବଦେୀର ଅଂଶ ଭାବରେ।
ଯାତ୍ରା ପୁସ୍ତକ 39:38
ସ୍ବର୍ଣ୍ଣମଯ ୟଜ୍ଞବଦେୀ, ଅଭିଷକୋର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ବାର ନିମନ୍ତେ ପରଦା।
ଯାତ୍ରା ପୁସ୍ତକ 40:5
ନିଯମ-ସିନ୍ଦୁକ ସମ୍ମୁଖ ରେ ସୁବର୍ଣ୍ଣର ଧୂପବଦେି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।
ଯାତ୍ରା ପୁସ୍ତକ 40:26
ଏହାପରେ ମାଶାେ ସୁବର୍ଣ୍ଣ ୟଜ୍ଞବଦେୀକୁ ସମାଗମ ତମ୍ବୁ ମଧିଅରେ ରଖିଥିଲେ। ସେ ଏହି ୟଜ୍ଞବଦେୀକୁ ବିଚ୍ଛଦେ ବସ୍ତ୍ର ସମ୍ମୁଖ ରେ ରଖିଥିଲେ।