ମାତ୍ର ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ସର୍ବାଦା ପ୍ରଜ୍ଜଳିତ ରହିବ। ତାହା କବେେ ନିର୍ବାପିତ ହବୋ ଉଚିତ୍ ନୁହେଁ। ଯାଜକ ପ୍ରତି ପ୍ରଭାତ ରେ ତା'ଉପରେ କାଠ ସଜାଇ ରଖିବ ଓ ସମାଗମ ନବୈେଦ୍ଯର ମଦେ ତା'ଉପରେ ଦଗ୍ଧ କରିବ।
Cross references
ପ୍ରେତ୍ୟକକ ଦିନ ସହେି ୟଜ୍ଞବଦେୀ ଉପରେ ତୁମ୍ଭେ ନବୈେଦ୍ଯ ଉତ୍ସର୍ଗ କରିବ। ଏହି ବଳି ପାଇଁ ମଷେଶାବକ ଏକ ବର୍ଷୀଯ ହବେ ଏବଂ ପ୍ରେତ୍ୟକକ ଦିନ ଏହା ଦୁଇଟି ବଳି ହବେ।
ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସହେି ୟଜ୍ଞବଦେୀ ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ।
ସେ ମଙ୍ଗଳାର୍ଥକ ନବୈେଦ୍ଯର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ୍ର-ଉପରିସ୍ଥ ମଦେ ଉତ୍ସର୍ଗ କରିବ।
ଏହାପରେ ସହେି ମଙ୍ଗଳାର୍ଥକ ନବୈେଦ୍ଯରୁ ଏକ ଅଂଶ ନବୈେଦ୍ଯ ସଦାପ୍ରଭୁଙ୍କ ପାଇଁ ଉପହାର ରୂପେ ହବେ। ସେ ତା'ର ମଦେ, ସମସ୍ତ ମଦମେଯ ଲାଙ୍ଗୁଳ, ମରେୁଦଣ୍ଡ ନିକଟରୁ କାଟି ନବେ। ସମସ୍ତ ମଦେ ଉପରିସ୍ଥ ଅଂଶ ଏବଂ ଏହାର ଅନ୍ତ ଅଂଶଗୁଡିକ ନବୈେଦ୍ଯ ହବେ।
ତା'ପରେ ସେ ସହଭାଗିତାର ନବୈେଦ୍ଯରୁ ଏକ ଅଂଶ ସଦାପ୍ରଭୁଙ୍କ ଉପହାର ରୂପେ ଦବେ। ସେ ଅନ୍ତ ଆଚ୍ଛାଦକ ମଦେ ଓ ଅନ୍ତ ଉପରିସ୍ଥ ମଦେ ସବୁ ଉତ୍ସର୍ଗ କରିବ।
ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।
ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।
ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିୟୁକ୍ତ କଲି।
ମନୁଷ୍ଯକୁ ଖାଉଥିବା ନର୍କର କୀଟ କବେେ ମ ରେ ନାହିଁ କି ନର୍କର ନିଆଁ କବେେ ଲିଭେ ନାହିଁ।
ଆମ୍ଭେ ଯଦି ପାପ କରି ଚାଲୁଥିବା, ତା ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଚାରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ବରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି।