ଯାତ୍ରା ପୁସ୍ତକ 39:41 · ଓଡ଼ିଆ ବାଇବେଲ
ଯାଜକ ରୂପେ ସବୋ କଲା ବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଚୋଗା ପରିଧାନ କରିଥିଲେ ତାହା ସମାନେେ ଦଖାଇେଲେ।
Cross references
ଯାତ୍ରା ପୁସ୍ତକ 28:2
ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସହେି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ।
ଯାତ୍ରା ପୁସ୍ତକ 28:28
ବୁକୁପଟା ଯମେନ୍ତ ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ନୟିବ ଏଥିପାଇଁ ସମାନେେ ବୁକୁପଟାରକୁ ନିଜ କଡା ରେ ନୀଳସୁତ୍ର ଦ୍ବାରା ଏଫୋଦର କଡା ସହିତ ବନ୍ଦ ରଖିବେ।
ଯାତ୍ରା ପୁସ୍ତକ 31:10
ଯାଜକ ହାରୋଣ ନିମନ୍ତେ ବିଶଷେ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାୟାଇଛି,
ଯାତ୍ରା ପୁସ୍ତକ 39:1
କୁଶଳୀ କର୍ମୀମାନେ ନୀଳ, ଧୂମ୍ର ସିନ୍ଦୁର ବର୍ଣ ସୂତାଦ୍ବାରା ସମାନେେ ସ୍ବତନ୍ତ୍ର ଧରଣର ପୋଷାକ ତିଆରି କଲେ। ସହେି ବିଶଷେ ପୋଷାକ ଯାଜକମାନେ ଯେତବେେଳେ ସଦାପ୍ରଭୁଙ୍କର କର୍ମ କରିବେ, ସମାନେେ ସହେି ସମୟରେ ପିନ୍ଧିବେ। ସଦାପ୍ରଭୁ ମାଶାଙ୍କେ ଦ୍ବାରା ଦଇେଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସହେି ପବିତ୍ର ବସ୍ତ୍ର ତିଆରି କଲେ।