ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।
Cross references
ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍।
ଏହାପରେ ଯିହାଶୂେୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକକ୍ସ୍ଟ ଫରେିୟିବା ପାଇଁ କହିଲେ। ତେଣୁ ପ୍ରେତ୍ୟକକ ଲୋକ ନିଜ ନିଜ ଦେଶକକ୍ସ୍ଟ ଫରେିଗଲେ।
ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'
ନାବୋତ ଆହାବ୍ଙ୍କୁ କହିଲେ, ମୁଁ କବେେ ହେଲେ ମାରେ ପୈତୃକ ଭୂମିକୁ ତୁମ୍ଭକୁ ଦବେି ନାହିଁ, ଏହା ପରମେଶ୍ବର ମନା ନକରନ୍ତୁ।