Home Bibles ଗଣନା ପୁସ୍ତକ 36:8 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 36:8 · ଓଡ଼ିଆ ବାଇବେଲ

କୌଣସି ନାରୀ ୟିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇଶ୍ରାୟେଲର ପ୍ରେତ୍ୟକକ ବ୍ଯକ୍ତି ଆପଣା ସମ୍ବନ୍ଧୀଯ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ।

Cross references

ପ୍ରଥମ ବଂଶାବଳୀ 23:22

ଇଲୀଯାସର ଅପୁତ୍ରିକ ହାଇେ ମୃତ୍ଯୁବରଣ କଲେ। ତାଙ୍କର କବଳେ କନ୍ଯାମାନେ ଥିଲେ। ଇଲୀଯାସରଙ୍କ କନ୍ଯମାନେ ସମାନଙ୍କେର ନିଜ ଆତ୍ମୀଯମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସମାନଙ୍କେର ଆତ୍ମୀଯ ଥିଲେ।

Interlinear

Choose Theme